ବିନା କୌଣସି ପ୍ରମାଣରେ ଏଭଳି ସଙ୍ଗିନ ଆରୋପ ଏକ ଅକ୍ଷମଣୀୟ ଅପରାଧ ।
ହଁ ତୁମ୍ଭେ ଠିକ କହିଛ ପ୍ରିୟେ । ତୁମ୍ଭେ ଜାଣି ପାରୁନାହଁ ଏହା ସମ୍ପୂର୍ଣ ସତ୍ୟ, ଏହାର ମଧ୍ୟ କାରଣ ଅଛି
ଝାଉଁ ବଣ ଯୋଗୁ ପୁରୀ ବଞ୍ଚିଗଲା, ନହେଲେ କଅଣ ଯେ ହୋଇଥାଆନ୍ତା କିଏ ଜାଣେ ?
ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।
ସେଇଠି ବିଡି ପିଇ ଛିଣ୍ଡା କନ୍ଥା ପାରି ଡିବିରି ଆଲୁଅରେ ତାସ୍ ଖେଳି ଥକି ଥାକି ଶୋଇ ଯାଉଥିଲୁ ।
କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ ।
କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ ।
ଶ୍ରୀରାଧା'ଙ୍କର ଛଳିଆ କୃଷ୍ଣ ପ୍ରତି ଅଗାଢ ପ୍ରେମକୁ କବିତା ରୂପରେ ବର୍ଣ୍ଣନା କରି ଶ୍ରୋତାମାନଙ୍କ ମନକୁ ମୋହିବାକୁ ଲାଗିଲେ ପ୍ରେମାନନ୍ଦ ।
ଆମର ଏ ଯାତ୍ରା ଅନ୍ଧାରରେ ଆରମ୍ଭ ହେଇ କ’ଣ ଅନ୍ଧାରରେ ଶେଷ ହେଇଯିବ . . . ??
ଦୁଇ ଜଣ ପରସ୍ପରକୁ ଜାବୁଡ଼ି ଧରିଲେ, ଜଣଙ୍କ ଆଖିରେ ଗଙ୍ଗା ତ ଅନ୍ୟ ଜଣଙ୍କ ଆଖିରେ ଯମୁନା ବୋହି ଚାଲିଥିଲା ।
ଆପଣଙ୍କ ମତାମତ