ସମାଜର ରିତିନୀତି, ସାହିପଡ଼ିଶା, ବନ୍ଧୁ ବାନ୍ଧବଙ୍କ ଭୟରେ କି ତୁମ ଆତ୍ମସମ୍ମାନ, ଆତ୍ମବଡିମା ଓ ଆଭିଜାତ୍ୟକୁ ବଞ୍ଚାଇବା ପାଇଁ ତାହା ଜାଣେନା ।
କିଛି ସମୟ ଭାବି କହିଲା , “ ଜେଜେମା ଠିକ୍ ହୋଇଯିବେ। ଜେଜେ ବ୍ୟସ୍ତ ହୁଅନି ! " - ଏହା ହିଁ ଫୋନ୍ କାଟିବା ପୂର୍ବରୁ ତାର ଶେଷ...
ସଦାକୁ ପୁଲିସ୍ରେ ଦିଆ ନଯାଇ, ଭଲକରି ଉତ୍ତମ ମଧ୍ୟମ ଦେଇ, ସାତ ବେଣ୍ଟିଆ ଲଣ୍ତାକରି, ମୁଣ୍ତରେ ଚୁନ କଳା ବୋଳି, ବେକରେ ଛିଡା ଯୋତାମାଳ ପକାଇ ସାରା ପଞ୍ଚାୟତର ଦଶଖଣ୍ତ...
ମନେ ମନେ ଏତିକି କହୁଥିଲା "ହେ ଈଶ୍ବର ମୋ ପିଲାଙ୍କୁ ବୁଝେଇ ଦିଅ"
ତୁମ ଆଗରେ ସେହି ଘଟଣା ଆଉ ଥରେ ଅଭିନୀତ ହେବ ଆଉ ତୁମେ ଏକ ପାତ୍ର ହିସାବରେ ଅନୁଭବ କରିବ ।- ଛାଇ ପୁଣି କହୁଥିଲା ।
ସରୋଜ କିଛି ସମୟ ଚୁପ ହୋଇ ତା’ପରେ ପ୍ରଶ୍ନ କରିଲା " ଆପଣ ମଉସା ଦୂରରେ ଥାଇ ମଧ୍ୟ ଖୁସି ଅଛନ୍ତି ତ ? - ଗତ ଥର କେବେ...
ତୁମେ ସେ ସ୍ଥାନରେ ଥାଇ ଯୁଦ୍ଧ ନିଜ ଆଖିରେ ଦେଖିପାରିବ ।- ଛାଇ କହିଲା । ଛାଇର ମୁହଁରେ ଟିକିଏ ହସ ଥିଲା ଭଳି ଲାଗିଲା ।
ମୁଁ କହେ କି ଏହା ପାଶ୍ଚାତ୍ୟ ଦେଶ ଗୁଡିକରେ ଉଦ୍ଭାବିତ ହୋଇଥିବା, ଓ ଆମେ ବ୍ୟବହାର କରୁଥିବା ମୁର୍ଖମାନଙ୍କର ବାକ୍ସ ।
ସତେ ଅବା ଜେଜେଙ୍କ ନିର୍ଦ୍ଦେଶରେ ମାଙ୍କଡ଼ ଟି ଶୁଭମ୍ ର ବାଟ ଚାହିଁ ବସି ରହିଛି ଆଉ ଏକ ଅପରାହ୍ନକୁ
ମରଣର ଆର୍ତ୍ତନାଦ ସବୁକିଛି ଚିରି ଦେଉନି । ତୁମ ଚାରିପାଖେ କୁମ୍ଭାର ଘର ନିଆଁ ଜଳୁନି । ତୁମ ଘର ଭିତରକୁ ତୋପର ଗୋଳା କାନ୍ଥ ଭାଙ୍ଗି ପଶି ଆସୁନି...
ଆପଣଙ୍କ ମତାମତ