ନାଇଁ ଆଜ୍ଞା, ଅକ୍ଟୋବର୍ ୨, ଗାନ୍ଧୀ ଜୟନ୍ତୀ ? କାଲି ପରା । ଆମ ପ୍ରଧାନ ମନ୍ତ୍ରୀ କାଲି ସ୍ୱଚ୍ଛ ଭାରତ କରିବେ ।
ସ୍ମୃତିର ପାହାଚ ଚଢ଼ି ଥକିଗଲା ପରେ ଲାଗେ ସତେ ଅବା ନୟନରୁ ଉଡି ଯାଇଛି ଆଲୋକ ରୋଷଣୀ ଛାତିତଳୁ ଖସି ପଡିଛି ବିଦୀର୍ଣ୍ଣ ହୃଦୟ ।
ତାଙ୍କ ଭିତରେ ଭରି ଯାଇଥିଲା ଅନେକ ବ୍ୟସ୍ତତା । ସେ ବାରମ୍ବାର ଫେରି ଯାଉଥିଲେ ବାରଣ୍ଡାକୁ ।
ବିନା କୌଣସି ପ୍ରମାଣରେ ଏଭଳି ସଙ୍ଗିନ ଆରୋପ ଏକ ଅକ୍ଷମଣୀୟ ଅପରାଧ ।
ହଁ ତୁମ୍ଭେ ଠିକ କହିଛ ପ୍ରିୟେ । ତୁମ୍ଭେ ଜାଣି ପାରୁନାହଁ ଏହା ସମ୍ପୂର୍ଣ ସତ୍ୟ, ଏହାର ମଧ୍ୟ କାରଣ ଅଛି
ଝାଉଁ ବଣ ଯୋଗୁ ପୁରୀ ବଞ୍ଚିଗଲା, ନହେଲେ କଅଣ ଯେ ହୋଇଥାଆନ୍ତା କିଏ ଜାଣେ ?
ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।
ସେଇଠି ବିଡି ପିଇ ଛିଣ୍ଡା କନ୍ଥା ପାରି ଡିବିରି ଆଲୁଅରେ ତାସ୍ ଖେଳି ଥକି ଥାକି ଶୋଇ ଯାଉଥିଲୁ ।
କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ ।
କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ ।
ଆପଣଙ୍କ ମତାମତ