ତାହା ହେଲେ ରେଳ ଷ୍ଟେସନକୁ ନେଇ ଚାଲ । ସେ ଲୋକଟା ସହିତ ଦେଖାହେବ । ସେ ଆଉ ବାକିରେ ଟାବଲେଟ ଦେବାକୁ ରାଜୀନୁହେଁ - ଆଜି ମୋ ପାଖରେ...
ହଁ - ଭଲ, ଛବି ଆଙ୍କିବା ପାଇଁ ଇଂଜିନିୟରିଂ ଶେଷବର୍ଷର ପରୀକ୍ଷା ନ ଦେଇ ମୁଁ ବାଙ୍ଗାଲୋର ଛାଡ଼ି ଏ ସହରକୁ ପଳାଇଆସିଲି । ଇଂଜିନିୟର ହେବା ଅପେକ୍ଷା ଜଣେ...
ଇଞ୍ଜିନିୟର ଭଦ୍ରଲୋକ ପ୍ରୌଢ଼ ବୟସରେ ଦୁଇଟି କନ୍ୟା ସନ୍ତାନର ଜନନୀ ନିଜ ସରସ୍ବତୀଙ୍କୁ ଛାଡି ଯେଉଁ ଷ୍ଟେନୋ ଭଦ୍ର ମହିଳାଙ୍କୁ ବାହା ହୋଇ ପଡିଲେ । ସେ ଦେଖିବାକୁ କେମିତି...
ସୁପର୍ଣ୍ଣା ଉଠି ଠିଆ ହେଲା । ଯତ୍ନ ସହକାରେ ହ୍ୟାଣ୍ଡ୍ ବ୍ୟାଗ୍ ଟା କାନ୍ଧରେ ଝୁଲାଇଲା । ନିଜ ମୁହଁରେ ହସର ଏକ ଆଲୋଡନ ସୃଷ୍ଟି କଲା ।
ସାମ୍ନାରେ ଖ୍ରୀଷ୍ଟିଆନମାନଙ୍କ କବର ଖାନା ...... ତାକୁ କିପରି ମାଡି ମାଡି ପାଡ଼ିଲା ।
ଆରେ ନିଲୁ ଯେ ! ତୁ କେଉଁଦିନ ଆସିଛୁ ? ତୁ ନ ଆସିଥିଲେ ମୁଁ ତୋ ପାଖକୁ ଭୁବନେଶ୍ୱର ଯାଇଥାଆନ୍ତି । ଅନିର ବାହାଘର ପାଇଁ ତତେ ଛୁଟି...
ଭାଇ ତ ଏଇ ପ୍ରଥମ ଥର ହାଜତରେ ପଶି ନାଇଁ ? ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ?
ଜମାଦାର କହିଥିଲା ଛାତିରୁ ଶାଢୀ ଖସାଇ ଦେଲେ ଗରାଖ ଜୁଟିଯିବେ । ଦଣ୍ଡି ମାରି ସେ ପରିବା ବିକିଦେବ ।
ବିଜୁ ବାବୁଙ୍କ ନାମରେ ଯାଦୁକରୀ ଶକ୍ତି ଅଛି । ତାଙ୍କ ନାମ ଧରି ତୁ ଅନାୟାସରେ ଏମ୍.ପି. ହୋଇଯିବୁ
ତୁ ତ ଜାଣୁ, ମୁଁ ଜଣକର ସ୍ୱାମୀ, ଜଣକର ଜନକ । ଏଇ ବନ୍ଧନ ଶିକୁଳିରେ ମୁଁ ଗୃହବନ୍ଦୀ । ମୁଁ ତତେ ଘର ତୋଳିବାରେ କି ପ୍ରକାର ସାହାଯ୍ୟ...
ଜୟନ୍ତ ଜଣେ ସ୍ୱାସ୍ଥ୍ୟବାନ୍ ଅସୁସ୍ଥ ନପୁଂସକ, ତାଙ୍କ ଔରସରୁ ତା'ର ସନ୍ତାନ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଜାଣିଗଲା ପରେ, ଜୁହୁ ବିଚ୍ ବଂଲୋ ଛାଡ଼ି ଭୁବନେଶ୍ୱର ଫେରିଯିବା...
ଆଦିବାସୀ ଛାତ୍ରାବାସ ବାର୍ଷିକ ଉତ୍ସବ ରାତିରେ, ଲୋଡ୍ ସେଡ଼ିଂ ବେଳେ ଅପ୍ରତ୍ୟାଶିତ ଭାବରେ ଅନାର୍ଯ୍ୟ ପୁରୁଷ ପାଖରେ ଜଣେ ଆର୍ଯ୍ୟ କନ୍ୟାର ଦେହ ନୈବେଦ୍ୟ ହୋଇଯାଇଥିଲା ।
ମମିଙ୍କ କଥା ଶୁଣି ଜାହ୍ନବୀର ମୁହଁ ଶୁଖିଗଲା ।
ସ୍ୱପ୍ନର ଚଢ଼େଇ ଥୁଣ୍ଟା ଗଛଡ଼ାଳରେ ବସନ୍ତି ନାଇଁ । ଥୁଣ୍ଟା ଗଛରେ କେମିତି ପତ୍ର କଅଁଳିବ- ଡାଳ ଘଞ୍ଚ ହେବ-ସେ କଥା ଆପଣଙ୍କୁ ଜଣା-ଆପଣ ଥରେ ଚେଷ୍ଟା କରି ଦେଖନ୍ତୁ-...
ଦଳବଦଳ କଲେ ଦ୍ୱାରପାଳ ଏକ ପାଳଭୂତ ହୋଇଯିବ । ଲୋକେ ତାକୁ ଗ୍ରହଣ କରିବେ ନାଇଁ ।
ପୋଡ଼ି ଯାଇଥିବା ତିଅଣରେ ଆଉ ସ୍ୱାଦ ନ ଥାଏ । ଆଉ କେତେ ଦିନ ଏ ସ୍ୱାଦହୀନ ବ୍ୟଞ୍ଜନ ଖାଇ କୌଣସି ମତେ ବଞ୍ଚି ରହିବା ପାଇଁ ଚାହୁଁଛ ।
- ତମକୁ ବନ୍ଧ୍ୟାତ୍ୱ, ଲଜ୍ଜା ଓ ଅପମାନରୁ ମୁକ୍ତ କରିବା ପାଇଁ ଆଜି ମୁଁ. . . ।
ସବୁ ସେଇ ଈଶ୍ୱରଙ୍କ ଇଚ୍ଛା, ମୁଁ ନିମିତ୍ତ ମାତ୍ର । ମୋ ଭଳି ଜଣେ ପାପିଷ୍ଠ ପୁରୁଷ ଦ୍ୱାରା ତମର ଯଦି କିଛି ଉପକାର ହୁଏ, ମୁଁ ତମ ପାଇଁ...
କିନ୍ତୁ ପର ମୁହୂର୍ତ୍ତରେ ତା'ର ଭୟ ହୋଇଛି, ଯଦି ମେଡ଼ିକାଲ୍ ଟେଷ୍ଟରୁ ଜଣାପଡ଼ିଯାଏ ଯେ, ସେ ସନ୍ତାନର ଜନକ ହେବା ପାଇଁ ଅସମର୍ଥ, ତାହାହେଲେ ନିଜର ପୋଡ଼ାମୁହଁ ଲୁଚାଇବା ଲାଗି...
କାଳୁବାବୁ ଅଙ୍କଲ୍ କ'ଣ ଆତ୍ମନିର୍ଭରଶୀଳ ସୁପୁରୁଷ ନୁହଁନ୍ତି । ଅସୁବିଧା ଭିତରେ ତାଙ୍କର ବୟସ ଟିକିଏ ବେଶି ହୋଇଯାଇଛି । ତୋର ବି କେଉଁ ବୟସ ବସିରହିଛି !
ଅପା ! ତୁ ଯଦି ମ୍ୟାଟ୍ରିକ୍ ଫେଲ୍ ମଟର ମେକାନିକ୍କୁ ବାହା ହୋଇ ଯାଉ - ତା'ହେଲେ ମୁଁ ଆଉ କଲେଜ୍ରେ ସାଙ୍ଗସାଥୀମାନଙ୍କ ପାଖରେ ମୁହଁ ଦେଖାଇପାରିବି ନାହିଁ ।
ସେ ବର୍ଷ ସେ ଉଚ୍ଚ ପ୍ରାଥମିକ ବୃତ୍ତି ପାଇବା ପରେ ଇଷ୍ଟେଟ୍ ଅଫିସର୍ ଖୁସି ହୋଇ କଟକର ଏକ ଅଢ଼େଇ ଗୁଣ୍ଠିଆ ସରକାରୀ ଜମି ପୁଅର ଅଙ୍କ ଶିକ୍ଷକ ଗୋଲକ...
ତା'ର ନିଦ୍ରିତ କୁମାରୀ ଦେହ ପ୍ରଥମ ପୁରୁଷର ଯାଦୁସ୍ପର୍ଶରେ ନିଦ ଭାଙ୍ଗି ଜାଗି ଉଠିବାର ଅପୂର୍ବ ଅନୁଭୂତି ତା' ସ୍ନାୟୁଗ୍ରନ୍ଥିକୁ ଉଚ୍ଚକିତ କରିଦିଏ
ଯାହା କରିଛୁ, ଠିକ୍ କରିଛୁ । ସେଥିପାଇଁ ମନକଷ୍ଟ କରିବାର କିଛି କାରଣ ନାହିଁ । ପଦାର୍ଥ ବିଜ୍ଞାନର ଛାତ୍ର ହେଲୁ ବୋଲି କାମ ବିଜ୍ଞାନ ପଢ଼ିବୁ ନାଇଁ- ଏମିତି...
ପାପ ଏପରି ଏକ ବିଷ, ଯାହା ସେବନ କଲେ ମୃତ୍ୟୁର ଘଣ୍ଟାଶବ୍ଦ ଶୁଣାଯାଏ । କିନ୍ତୁ ପ୍ରଥମ ପାପର ମଧୁର ନିଶାରେ ଥରେ ରକ୍ତର ଅରଣ୍ୟରେ ନିଆଁ ଲାଗିଗଲେ ପାପ...
ତା'ର ଶରୀର ଅଭ୍ୟନ୍ତରରେ ପାପ ପ୍ରବେଶ କରିବା ଆଗରୁ ମାଧବର ବଦ୍ଧମୁଷ୍ଟିର ଆଘାତରେ ତା'ର ସତୀତ୍ୱ ବଞ୍ଚିଗଲା- କିନ୍ତୁ ଲୁଟ ହୋଇଗଲା ତା'ର ଇଜ୍ଜତ
ପନ୍ଦର ମିନିଟ୍ରେ ବାବା ଆଙ୍କି ଦେଇ ପାରୁଛନ୍ତି ଯେକୌଣସି ଲୋକଙ୍କର ଅବିକଳ ପ୍ରତିକୃତି । କଳା, ଧଳା ରଙ୍ଗର ପୋଟ୍ରେଟ୍ ପାଇଁ ନେଉଛନ୍ତି ଶହେ ଟଙ୍କା, ଆଉ ରଙ୍ଗିନ୍ ପ୍ରତିକୃତି...
ଜୀବନରେ ଶୂନ୍ୟତା ନ ଥିଲେ, ପୂର୍ଣ୍ଣତା ଆସେ ନାହିଁ । ଶୂନ୍ୟରୁ ହିଁ ଜୀବନ ଆରମ୍ଭ, ଶୂନ୍ୟତାରେ ଶେଷ ।
ତଥାପି ତାଙ୍କର ଆଶା ଥିଲା, ତା' ପ୍ରତି ତାଙ୍କ ପିତୃ ହୃଦୟରେ ସଞ୍ଚିତ ଥିବା ସ୍ନେହ, ଶ୍ରଦ୍ଧା, ଶୁଭକାମନା କଥା ମନରେ ହେଜି ଅଜୟ ଘରକୁ ଫେରିଆସିବ ।
କାନପୁର ଆଇ.ଆଇ.ଟି.ରେ ତତେ ଇଞ୍ଜିନିୟରିଂ ପଢ଼ାଇବା ପାଇଁ ମୁଁ ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ତୁ ଏତେ କୁଳାଙ୍ଗାର, ଫାଇନାଲ୍ ପରୀକ୍ଷାରେ ନ ବସି...
ମୁଁ ବଞ୍ଚିଥିଲା ଯାଏ ତତେ ପୋତା ଧନର ଠିକଣା କହିଦେବି । ଟଙ୍କା ବାକ୍ସର କଞ୍ଚି ତତେ ଦେଇ ଦେବି । ତୁ ଯୋଗନୀଖିଆ, ବାଡ଼ିପଶା, ହେଡ଼ାଖିଆ, ତା ପରେ...
ତୋ ପୁଅକୁ ମୁଁ ପୋଷ୍ୟ କରିବି କାହିଁକି ? ତୋର ଏତେ ବହପ- ମୋ ସମ୍ପତ୍ତି ବାଡ଼ି ହାତେଇବା ପାଇଁ ପୁଅକୁ ଧରି ଆସିଛୁ । - ଉଠ୍-ପଳା-ନ ହେଲେ...
ରାତିରେ ଅପେରା ସରିଲେ ମୁଣ୍ଡରୁ ରାଜମୁକୁଟ ଓହ୍ଲାଇ ଦେଇ, ମୁହଁରୁ ନଡ଼ିଆ ତେଲରେ ଜିଙ୍କ୍ ପାଉଡ଼ର୍ ଛଡ଼ାଇ ପୁଣି ସକାଳୁ ଘରକୁ ଫେରିଆସେ । ବୁଢ଼ୀର ଧାରଣା ତା' ପୁଅ...
ତା'ର ଅଣ-ଛାତ୍ର ସ୍ତାବକ, ସମର୍ଥକମାନେ ତାକୁ ଟିହାଇବାକୁ ଲାଗିଲେ- କଲେଜ୍ ନିର୍ବାଚନରେ ତା'ର ନିଶ୍ଚିତ ବିଜୟ ପଥରେ ପ୍ରଧାନ ପ୍ରତିବନ୍ଧକ ଦୀପା ସାହୁ ।
ମୁଁ ଅଣ୍ଡିରୀ ନୁହେଁ, ଚଣ୍ଡୀ ନିଶ୍ଚୟ ! ଦେଶରକ୍ଷା ପାଇଁ ଯୁଦ୍ଧ ବିମାନର ପାଇଲଟ୍ ହୁଏ କି ଦେଶର ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସ୍ ଅଫିସର୍ ହୁଏ, ବାହା ନ...
ତମେ ତମ ବ୍ୟାଙ୍କ ମ୍ୟାନେଜର୍ଙ୍କୁ କେବଳ ମୋ ଗର୍ଭାବସ୍ଥା କଥା କହିଛ ନା ମୋ ଗର୍ଭରେ କନ୍ୟାଭ୍ରୁଣ ଥିବା କଥା ମଧ୍ୟ କହିଦେଇଛ ?
ମୂର୍ତ୍ତି ନ ଥାଇ ମନ୍ଦିର ଥାଇପାରେ, କିନ୍ତୁ କଳହ ନ ଥାଇ ଦାମ୍ପତ୍ୟ ଜୀବନ ନ ଥାଏ । ଅବଶ୍ୟ ଅନ୍ୟା ଶାନ୍ତ, ଶିଷ୍ଟା ଝିଅ । ପାଟିତୁଣ୍ଡ ସହ୍ୟ...
ଆପଣଙ୍କ ମତାମତ