ଓଡ଼ିଶା ଜଗନ୍ନାଥ ଭୂମିରେ ମୋର ଜନ୍ମ, ପୁଣିସେ ଭାଦ୍ରବ ମାସର କୃଷ୍ଣପକ୍ଷ ଜନ୍ମାଷ୍ଟମୀ ଦିନ ତା ସାଙ୍ଗରେ ନାମ ମୋର ପୂଜାରିଣୀ, ମୁଁ ଅଟେ ତା ପ୍ରେମ ଆଉ ଭାବନାସ୍ରୋତରେ...
ମୂହୁର୍ତ୍ତ ସହିତ କେମିତି କଟିଯାଏ ସୁଖଦୁଃଖ ସମାବେଶର ଏକ ଖଟାମିଠା ସ୍ୱାଦର ଅନୋଖା ବନ୍ଧନର ସ୍ମୃତି ସେ ଅମୁଲ୍ୟ ଅନୁଭବ ହିଁ ଅଟେ ମନବଳରେ ଥିବା ସାଗରମନ୍ଥନର ଏକ ଭଟ୍ଟା-ଜୁଆରର...
ଶେଷରେ ସମାପ୍ତିହୁଏ ଆଶାନିରାଶାର ସବୁ ହାଡ଼ଭଙ୍ଗା-ପରିଶ୍ରମର ପ୍ରଚଣ୍ଡ ପ୍ରଚେଷ୍ଟା ପରନ୍ତୁ ପ୍ରଶ୍ନ ଉଠେ ରୋଜଗାର ପାଇଁ ସରକାରୀ-ପ୍ରଯୋକ୍ତି ହବାଟାହିଁ କି ଗବେଷଣାର ଏକମାତ୍ର ପ୍ରତିଷ୍ଠା? ।୬।
ପ୍ରେମ ଜୀବନ ଧାରାର ଏକ ଅଙ୍କାବଙ୍କା ସ୍ରୋତର ଛବି-ପଂକ୍ତି ସେ କଳ୍ପନା ଚିତ୍ରରେ ଥାଏ ଅସୁମାରୀ ଆଶାର ପ୍ରତିଶୃତି । ।
ଭୟ ଅଟେ ଜୀବନର ଏକ ଅଭୂଲା ଉପହାର ଯିଏ ବୁଝିପାରେ ସିଏ ଗଢେ ନିଜଭାଗ୍ୟର ଗାର [୫]
କଥାରେ ଆମର ନାହିଁ କମା ଫୁଲଷ୍ଟପ୍ ପରନ୍ତୁ ଆଶାକରୁ ଲେଖାରେ ସଂଦ୍ଧିବିଚ୍ଛେଦ [୪]
ଆପଣଙ୍କ ମତାମତ