ଦୀର୍ଘଗପରୁ ଅଣୁଗପ ପର୍ଯ୍ୟନ୍ତ ତାଙ୍କର ଏ ଜୟଯାତ୍ରା ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଗୌରବାବହ । ଜୀବନାନୁଭୂତିର ଟିକିନିଖି ପରୀକ୍ଷାରେ ସମୃଦ୍ଧ ଏହି ଅଣୁଗପ ସଂକଳନଟି ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବ...
ଜୀବନ ଅଛି ଯଦି ଉପଭୋଗ କର, ତାକୁ ହାଣନା ଟିକି ଟିକି କରି, କଣ ଧରି କି ଆସିଚ ଯେ ନେଇକି ଯିବ?".. ପୁଣି ଅଛି - "ଝିଅମାନେ ମୋତେ...
କ୍ଷମା ପାଇବା ପରେ କେହି କେହି ଭୁଲ କାମରୁ ନିବୃତ୍ତ ହୋଇ ସୁଧୁରିଯାଇଥାନ୍ତି ତ ଅନ୍ୟ କେହି ସେହି କ୍ଷମାର ବାରମ୍ବାର ଫାଇଦା ମଧ୍ୟ ଉଠାଇଥାନ୍ତି ।
ସେ ଏପରି ଜୀବନ-ପ୍ରଦୀପ, ଯେଉଁଥିରେ ନା କେବେ ତେଲ ଭରିହେବ ନା ଲିଭି ସାରିଥିବା ସଳିତାଟି ପୁନଃଶ୍ଚ ଜଳି ଉଠିବ।
ଆପଣଙ୍କ ମତାମତ