ସ୍ମୃତିରଞ୍ଜନ ପରିଡା

ସ୍ମୃତିରଞ୍ଜନ ପରିଡା

ଜନ୍ମ :- ଫାଜ଼ିଲ୍ଲପୁର, ଧର୍ମଶାଳା, ଯାଜପୁର, ପିତା :- ସୁବାଷ ପରିଡା, ମାତା :- ସୁକାନ୍ତି ପରିଡା । ସମ୍ପ୍ରତି ବାବା ଭୈରାବାନନ୍ଦ ମହାବିଦ୍ୟାଳୟରେ ଇଂରାଜୀ ସଂମାନରେ ଅଧୟନରତ ଛାତ୍ର ଅଟେ । ସମୁଦାୟ ଚାରୋଟି ଗଳ୍ପ ଓ ତିନୋଟି କବିତା ''ବିଭବ ଇ ପତ୍ରିକାରେ'' ପ୍ରକାଶିତ ହୋଇସାରିଛି । ସାହିତ୍ୟିକୁ ପେସା ଭାବରେ ଗ୍ରହଣ କରିବାକୁ ଇଚ୍ଛା ଅଛି ।

Posts By ସ୍ମୃତିରଞ୍ଜନ ପରିଡା

To Top