ମାଆ ମୋର ସିଏ ନୁହେଁ ଆଉ କିଏ ଯା'ପାଇଁ ଭାବୁଛି ନିତି, ତା'ପାଇଁ ଲେଖୁଛି ଲୁହରେ କବିତା ସାରା ଦିନ ସାରା ରାତି ।
ସ୍ୱାନ,ଶୃଗାଳଠୁ କୀଟ ପତଙ୍ଗ ମୋ ଛାଇଠୁ ଅନେକ ଦୂରେ ପ୍ରାଣପ୍ରିୟା ପତ୍ନୀ ଫେରିଚାହୁଁ ନାହିଁ ଶିକୁଳି କିଳିଛି ଘରେ ଅଜଣା ରୋଗର ଶିକାର ମୁଁ ଆଜି କେହି ନାହିଁ ମୋର...
ଚଗଲା କହ୍ନେଇ କ୍ଷୀର ସର ଖାଇ ଲୁଚି ପଡ଼ିଅଛି କାହିଁ, ଗୋପପୁର ସାରା ଖୋଜି ସାରିଲୁଣି କୋଉଠି ସେ ମିଳୁ ନାହିଁ ।
ଭୁବନ ମୋହିନୀ ବିଘ୍ନ ବିନାଶିନୀ ମରତ ଓହ୍ଲେଇ ଆସିବେ, ପୂଣ୍ୟର ପ୍ରଦୀପ ଜଳାଇ ଅନ୍ତରେ ପାପକୁ ଧାରାରେ ନାଶିବେ ।
ଆପଣଙ୍କ ମତାମତ