ମୋର ଖୁସିର ସାମ୍ରାଜ୍ୟ, ତୁମ ଠାରୁ ଆରମ୍ଭ ଆଉ ତୁମ ଠାରେ ହିଁ ଶେଷ ।
ଆଗ କଥା ଆଉ କ'ଣ ମନେଅଛି ? ତାକୁ ପରା ଭୁଲିଗଲେଣି
ମୋର ଚାଲୁଥିବା ଶ୍ୱାସ ମୋ ଛାତିରେ ମୋର ଛୋଟ ପୁଞ୍ଜିଟିଏ
ହଁ. . . ଶବ ଡ୍ରେସ୍ ହେଉ କି ରିଜେକ୍ଟ ମାଲ୍ ହେଉ, ଶସ୍ତା ତ ! ଆମେ ଗରିବଗୁଡ଼ା ଶସ୍ତା ଜିନିଷ ଚାହୁଁ ।
ଘରେ ପରିବା ଝୁଲା ଢାଳିବା ପରେ, ଶ୍ରୀମତୀ ବକି ଚାଲିଲେ । ଏ କ'ଣ ? ମୁଁ କ'ଣ ଲେଖିଥିଲି ୟା'କୁ ଆଣିବା ପାଇଁ ? ଆଲତୁ ଫାଲତୁ ଜିନିଷ...
କେବେ ଦୁଃଖରେ ଅଭିମାନର ମାଳା ଗୁନ୍ଥିଛ, ପୁଣି ସୁଖରେ ମୋ ସହ ହସ ଆସ୍ୱାଦନ କରିଛ ।
ଯୁଗଯୁଗ ଧରି ପ୍ରତିଭାମାନଙ୍କୁ ହତ୍ୟା କରୁଥିବା କଳଙ୍କିତମାନଙ୍କୁ ଯେତେବେଳେ ଚିହ୍ନଟ କରାଯିବ ସେତେବେଳେ ଆପଣଙ୍କ ଆଡ଼କୁ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରାଯିବ ।
ମୁଁ ଠିଆ ହୋଇ ଚାହିଁ ରହିଥାଏ ସେ ମୋ ଦୃଷ୍ଟି ଆଢୁଆଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ।
ବନ୍ଦ କରନ୍ତୁ ଆପଣଙ୍କର ସ୍ୱଚ୍ଛାଚାରିତାର ଅତ୍ୟାଚାର, ଏହା ଶୁଣିବାପରେ ରାଜା ରାଗରେ ଲାଲ ହୋଇ ତୁରନ୍ତ ଦୀପୁକୁ ବନ୍ଦୀ କରିବାପାଇଁ ଆଦେଶ ଦେଲେ
ନା, ସେ ଆଜି ଆସିବ । ମାଛ ଏତେ ଧରା ହେଲା ଖାଇଲ । ତା' ପାଇଁ ଦି'ଟା ରଖିଛି ତା' ଆସିବା ପରି ଲାଗୁଛି ।
ଆପଣଙ୍କ ମତାମତ