ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା ।
ପୁଅ ପାଖରେ ତ ସମୟ ନାହିଁ, ସେଥିପାଇଁ ଅଟୋ ନେଇ ଆସିଥିଲି । କିନ୍ତୁ ସେ ଅଟୋ ବାଲା ମତେ ଏଇଠି ଛାଡିଗଲା ।
ସକାଳୁ ସକାଳୁ ସହର କମ୍ପୁଛି, କେସେଟ୍ ବାଜୁଛି । ରଙ୍ଗୀନ୍ ପୋଷାକ ପିନ୍ଧି ପିଲାଛୁଆ ବାହାରିଲେଣି, ତୁ ଜାଣିନୁ କ'ଣ ହେଉଛି ? ଆଜି ପରା ନୂଆ ବର୍ଷ ।
ମୁଁ ବୁଝିପାରୁ ନ ଥିଲି ଯେ ମୁଁ ଠାକୁରଙ୍କୁ ଧନ୍ୟବାଦ ଦେବି ନା କୋଷିବି !
ଶୁଭାର ବାପା ମରିଯାଇଥିଲେ ସେ ଥିଲା କେବଳ ତା' ମାଆଙ୍କର ଏକମାତ୍ର କନ୍ୟା । ଶୁଭା ଓ ଜ୍ଞାନ ସାଥି ହୋଇ ପିଲାଦିନରୁ ଖେଳି ଆସୁଥିଲେ ।
ସୁଲୋଚନା କିଛି ନ ଜାଣିଲା ପରିକା କବାଟ କଣ ରେ ଠିଆ ହୋଇ ବାପାଙ୍କୁ ଦେଖୁଥିଲା ।
ମଣିଷ ଯଦି ମଇଁଷିଙ୍କ ପରି କଷ୍ଟ ନ କରେ ସେ ଠିକ୍ ମଣିଷ ହେଇ ପାରିବ ନାହିଁ ।
ଆମେ ଅପରାଧୀ ଭଳି କହିଲୁ, "ଭୁଲ୍ ହୋଇଛି ସାର୍, ଆମେ କ୍ଷମା ମାଗୁଛୁ ଆପଣଙ୍କ ପାଖରେ ।"
ପିଲା ପ୍ରଶଂସା କରୁଥିଲେ, ବାଃ ବାଃ ରେ ରାଜୁ, ତୁ ନିଶ୍ଚୟ ତେନ୍ଦୁଲକର ଠୁ ଆଗକୁ ଯିବୁ.... ବିଚରା ଧଡ଼ୁ କିନ୍ତୁ ହାଲିଆ ହେଇ ଯାଉଥିଲା ତାକୁ ବୋଲିଂ କରି...
ତା'ଛଡ଼ା ଏ ସବୁ ଜଙ୍ଗଲରେ ମହାବଳ ବାଘକଥା ଛାଡ଼ ସାମାନ୍ୟ ହରିଣୀଟିଏ ଦେଖିବା କଷ୍ଟକର । ଏ ଜଙ୍ଗଲ ସହ ମୁଁ ପିଲାଦିନରୁ ପରିଚିତ ।
ଆପଣଙ୍କ ମତାମତ