ମୁଁ ଥରେ ରାଗିଯାଇ ତାଙ୍କ ରୁମ୍ ସାମ୍ନାରୁ ତାଙ୍କ ଜୋତା ନେଇ ବାହାରେ ଫିଙ୍ଗି ଦେଇଥିଲି ଆଉ ସବୁବେଳେ ଖୋଜୁଥିଲି କି କେବେ ସାମ୍ନାରେ ଧରିବି ବୋଲି
କହିବା କଣ ଦରକାର... ଚିଡି କରି ଜଣେ କହିଲେ ମଣିଷ ବୁଝି ଯାଏ ...
ବିଜ୍ଞାପନ ଆସିଲେ ବି ମନ ଲଗାଇ ଦେଖୁଁ । ଆଶ୍ଚର୍ଯ୍ୟ ଲାଗେ ଛୋଟ ଗୋଟିଏ ବକ୍ସ ଭିତରେ ଏତେ ଲୋକ କେମିତି ଯା ଆସ ହୁଅନ୍ତି ।
ମୁଁ କବି ମୋର ପ୍ରାଚୁର୍ଯ୍ୟର ପ୍ରୟୋଜନ ନାହିଁ । ମୋତେ କେବଳ ଭଲ କବିତା ଲେଖିବାକୁ ପ୍ରେରଣା ଦିଅନ୍ତୁ ।
ପ୍ରଜାମାନେ ଭୁଲ୍ କଲେ ରାଜା ତା'ର ବିଚାର କରିବେ । ରାଜା ଯଦି ନିଜେ ଅପରାଧୀ ବିଚାର କରିବ କିଏ ?
ଅସନାଟାକିରେ, ସେଗୁଡ଼ାକ ତଳେ ପଡ଼ିଚି ତାକୁ ଫୋପାଡ଼ି ଦେ' ।
ତାଙ୍କର ଏ ପରିବାର ଉପରେ ମାୟା ନଥିଲେ ନିଜେ ମରି ଆମକୁ ଦେଢ଼ ଲକ୍ଷ ଦେଇନଥାନ୍ତେ ।
ଆୟତ୍ତରୁ ବାହାରକୁ ଚାଲିଯାଏ ଭଅଁରର କ୍ରୋଧ । ଖିନ୍ଭିନ୍କରିପକାଏ ସେ ଗୋଲାପର ପ୍ରତିଟି ସୁନ୍ଦର ପାଖୁଡା ଗୁଡାକୁ ।
ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ ।
ବାବା ଜାଣିଥିଲେ ମାମା କେତେ ଭଲ ପାଏ ତା ଗଛ ସବୁକୁ, ସେଥିପାଇଁ ସେ ଚମ୍ପଟ ମାରିଥିଲେ ବାହାରକୁ, ଆଉ ମତେ କହି ଯାଇଥିଲେ ମାମା ତତେ କିଛି କହିଲେ...
ଆପଣଙ୍କ ମତାମତ