ତୁମ କଥା ଭାବି ଭାବି ରାତିଦିନ କେମିତି ବିତୁଛି ତୁମେ ଥରେ ଦେଖିଯିବ ଆସ ।
ଅଥଚ ଠିକଣା ବେଳରେ ନ ଚାହୁଁଥିବେ ଶବ୍ଦମାନେ ଧସେଇ ପଶିଲେ, ମୋ ମନର ଗୋପନ କୋଠରୀ ମାନଙ୍କୁ ।
ଛଳ ଛଳ ଯମୁନାର ବିବସ୍ତ୍ର ଯୌବନ କରୁଥାଏ ଆନମନ ।
ଘୋଡ଼ି ହୋଇ ଦେହେ ମୋଟା ମୋଟା ଚଦର, ନାହିଁ ଅଗଣାରେ ମାପିବାକୁ ଶୀତ ସେ ଦିନର ଦେଖୁ ନାହୁଁ ଦୃଶ୍ୟ ଆଉ ଚାଳ ଉପରୁ ଧୁଆଁ, ମୁଖରୁ ଥଣ୍ଡା କୁହୁଡ଼ି...
ହେ ପ୍ରଦୀପ ! ସମର୍ପୀତ ହୋଇ ଜଗଦୀଶ ପାଶେ, ପ୍ରତୀକ୍ଷା 'ନିର୍ବାଣ' କର୍ମଜୀବନ ଶେଷେ ।
ଧରମ ମାସ ଶେଷଲୋ ଆଜି, ମାଛ ମାରି ମାରି ଯା, ରେ ମାଝି, ମାଛ ମାରି ମାରି ଯା ଚୁଙ୍ଗୁଡ଼ି ଦରାଣ୍ଡି ଯା ଆ ଆ... ରେ ।
ପ୍ରକୃତିକୁ ମନଭରି ଦେଖିବାର ନିର୍ଘଣ୍ଟ, ଅବା କାହା ନିକଟରେ ? ଗୁମୁରି ବରଷୁଥିବା ବର୍ଷାକୁ... ଅବା କାହା ନିଜର ???
ସଫଳତା କଣ' ମୁଁ ଜାଣିଲି ବହୁତ ଡେରିରେ ସେତେବେଳକୁ ଆଉ କେହି ନଥିଲେ ପାଖରେ ।
ତୁମେ ନଥାଅ ପାଖରେ ବାରଣ ନଥାଏ ତ କିଛି କିଏ ମୋତେ ମନା ତ କରିବ କାନରେ କାହା କଥା ପଶିବନି ତୁମ ବିନା ସବୁ କିଛି ଲାଗେ ମୂଲ୍ୟହୀନ...
ଆପଣଙ୍କ ମତାମତ