ନର ଜୀବନରେ ସଦାବେଳେ ଭାବେ ଏକା ଅଛି ସିଏ ଦୁଃଖେ ଅନ୍ୟ କୁ ଭଲରେ ଦେଖିଲେ ଜାଣିବ କେହି ନାହିଁ ଏଠି ସୁଖେ ।
ଭାଇ ଭଉଣୀଏ ଆସ ଆସ ମୋର କରିବା ଶପଥ ଏକାଠି ଦେଶ ମାଁକୁ ନେଇ ଗର୍ବ କରିବାରେ ରହିଲେ ବି ଯିଏ ଯେଉଁଠି ।
ପୁଣି କେତେବେଳେ କଳୁଷିତ କରେ ଲେଖାଟିରେ ଭରି ଦ୍ୱିଅର୍ଥ ପାଠକ ପଢ଼ି ଦ୍ୱନ୍ଦରେ ପଡେ ସ୍ରଷ୍ଟାର ଅଛି ଏଠି କି' ସ୍ଵାର୍ଥ ?
ହଠାତ୍ ବୁଢ଼ା ଲୋକଟିଏ କାନ୍ଦି କାନ୍ଦି ସେଠାକୁ ଆସିଲା । ବାରମ୍ୱାର ସମସ୍ତଙ୍କୁ ଗୁହାରୀ କରୁଥିଲା ।
ପାଠ ପଢ଼ିବାକୁ ନାହିଁ ମୋ ମନ ଶ୍ରେଣୀ କୋଠରୀରେ ମୋ କି କାମ ।
ଦଣ୍ଡ ମୁକ୍ତ ବୋଲି ହୋଇଛି ଲେଖା ନାଚି ଖେଳି ଆମେ ପାଉଁଟି ଶିକ୍ଷା ।
ଆପଣଙ୍କ ମତାମତ