ମାୟାମୋହର ଗାଢ଼ ଆଲିଙ୍ଗନରେ ବିବେକ, ବୁଦ୍ଧିକ୍ଷୀଣ. . . କୋଟି କୋଟି ଦୁଃଶାସନ ପ୍ରକୃତି ମା'କୁ ବିବସନା କରିବାକୁ ଉଦ୍ୟତ. . .
ସତେ ଯେମିତି ଗାଁ ଦାଣ୍ଡର ଅଳିଆ, ଆବର୍ଜନା, ମାଟିଗୋଡ଼ି ସାଙ୍ଗକୁ ସାମୟିକ ଭାବରେ ଆମର ବାସ୍ତବତା ମଧ୍ୟ ଧୋଇ ନେଇଥିଲା ଶ୍ରାବଣ ।
ମୁହୁର୍ତ୍ତେମାତ୍ର ନଷ୍ଟନକରି ଆଗେଇଗଲି ତାଙ୍କ ଆଡ଼କୁ ବିଦ୍ୟୁତ ବେଗରେ ମୋର ଜିଜ୍ଞାସାକୁ ପ୍ରଶ୍ନ ରୂପ ଦେଲି "ଆପଣ କ'ଣ ପାଇଁ ବିଷାଦଗ୍ରସ୍ତ ?"
"ରାମ ନାମ ସତ୍ୟ ହେ" ଧ୍ଵନିରେ ବାୟୁ ମଣ୍ଡଳ ପ୍ରକମ୍ପିତ ଉପସ୍ଥିତ ଦର୍ଶକେ ଜନ୍ମ-ମରଣର ପରିକଳ୍ପନା କରି ସ୍ତବ୍ଧ
ଆପଣଙ୍କ ମତାମତ