ପେଟ ପୁରିଥାଉ କି ନ ଥାଉ , ପଶୁ ପକ୍ଷୀ ଗଡ଼ିପଡନ୍ତି ଟିକିଏ ଆଶ୍ୱସ୍ତ ହୋଇ ।
ଜୟ ଜଗନ୍ନାଥ ଜଗତ ଜୀବନ ଜୟ ଚତୁର୍ଦ୍ଦାମୂରତି, ମାୟା-ସଂସାରରୁ ଉଦ୍ଧରିବ ବାରେ କମଳାଳୟାଙ୍କ ପତି ।
ଆଉ ବେଳ ନାହିଁ.. ଅନ୍ତର୍ଗତ ସୁପ୍ତ ମହାଶକ୍ତିକୁ ଜାଗ୍ରତ କର , ଦୂର୍ଗାରୂପ ଧାରଣ କର ।
ଆମ ବିଲହିଡ଼ର ବାଲିଛତୁରେ, ସାଧବ ବୋହୂର ଲାଲ୍ ରଙ୍ଗରେ, ଘର ଅଗଣାର କାଗଜ ଡଙ୍ଗାରେ, ଲୁଚି ଯାଇଛି ଶ୍ରାବଣ. . . । ରାମଲୀଳା ନାଟକ ମଞ୍ଚରେ, ଅଜାଙ୍କର ଗପମୁଣିରେ,...
ତାଙ୍କ ଗୁଣ ଚିତ୍ରଣର ଆକାଂକ୍ଷାରେ ହୃଦୟ ଅଭ୍ୟନ୍ତରର ସବୁ ଅନୁଭବକୁ ଅତି ଯତ୍ନରେ ସାଉଁଟିଲା- କୌଣସି ବିଶେଷଣର ସାମର୍ଥ୍ୟନାହିଁ ତାଙ୍କ ଗୁଣକୁ ପ୍ରକାଶ କରିବାର । ସେହି ନିର୍ଗୁଣଙ୍କ ଉଦ୍ଦେଶ୍ୟରେ...
କ୍ଷୁଦ୍ର ମଧୁମକ୍ଷିକାଠୁ ବିଶ୍ୱକଲ୍ୟାଣର ମନ୍ତ୍ର ଶିଖିବାର ଉତ୍ସ୍ରକତା. . . ଅଗଣିତ ବିଭିନ୍ନତା ଭରା ପୃଥିବୀରେ
କ'ଣ ଅପରାଧ ସେ କିଛି କେଜାଣି. . . ତା' ବୋଉ ଆଜି କାନ୍ଦି କାନ୍ଦି ହାଜତରୁ ପୁଅକୁ ଦେଖା କରି ଫେରୁଥିଲା ।
ବାରମ୍ୱାର ମନେ ପକେଇ ଦେବି ତୁମେ କେମିତି ବିଶ୍ୱାସଘାତକତା କରିବାର କଳାରେ ପ୍ରବୀଣ. . . ଦିନ ତମାମ ଚାରିଆଡ଼େ ମୁଁ ତୁମକୁ ଦେଖେଇବି ତୁମର ପ୍ରକୃତି ଛବି. ....
ଓଷାବ୍ରତ ଯାହା ଥିଲେ ଆମ ସାହିରେ ମିନାର ମା'ର ରୋଷଇବାସ, ପୂଜା ଆଗ ସରିବ । ତା' ଘରଲୋକ ଖାଇପିଇ ବାସନମଜା ବେଳକୁ ଅନ୍ୟମାନଙ୍କ ପୂଜା ଆରମ୍ଭ ହେଇନଥିବ କହିଲେ...
ସୂର୍ଯ୍ୟତେଜ ସହ ତା'ର କ୍ଷୁଦ୍ର ଜ୍ୟୋତିକୁ ତୁଳନା ପାଇଁ ତା'ର ସମୟ ନାହିଁ. . . ସୃଷ୍ଟିପାଇଁ ତା'ର କର୍ତ୍ତବ୍ୟ କରିବାର
ଆପଣଙ୍କ ମତାମତ