କ୍ଷଣ କ୍ଷଣକେ ଆନ ରଙ୍ଗେ ସୁଶୋଭିତା ପୟୋଧି, ଶୁଭ୍ର, ନୀଳ, ମେଘ ରଙ୍ଗରେ ରଙ୍ଗିଯାଏ ପୟୋଧିପୁତ୍ରୀ ।
ଜାତିଧର୍ମ, ଶରୀର ଆକାର, ଶିକ୍ଷାଗତ ଯୋଗ୍ୟତା ଆଦି ମିଥ୍ୟା ପରିଚୟରୁ ଖୁବ୍ ଉର୍ଦ୍ଧ୍ବରେ, ମୋତେ ମୋର ପ୍ରକୃତ ପରିଚୟ ଖୋଜିବାକୁ ଦିଅ...
ସ୍ଥିତପ୍ରଜ୍ଞ ରାମ ମହାତ୍ୟାଗୀ କ୍ଷମାନିଧି, ସମଦର୍ଶୀ ସଦାସ୍ଥିର କରୁଣାବାରିଧି ।
ଜ୍ଞାନ ବିଶାରଦ କେତେ ସଙ୍ଗୀତଜ୍ଞ, ସାହିତ୍ୟିକ ତୋତେ ଧ୍ୟାୟି ଦିବ୍ୟସିଦ୍ଧି ଲଭନ୍ତି କେତେ ସାଧକ ।।୪।।
ଦର୍ଶନକଲି କୋଣାର୍କ ଯେବେ ସାୟଂକାଳେ, ଅପରୂପ ଘନନୀଳ ଅନ୍ତରୀକ୍ଷ ତଳେ ।
ଲକ୍ଷ୍ମୀପୂରାଣ ସାରାଂଶ ଯାହାକୁ ବି ଜଣାଥିବ, ଅନେକ ସ୍ଵାଭାବିକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରିବ
ତାଙ୍କ ଅନୁଭବରେ ସମସ୍ତଙ୍କ ମଧ୍ୟରେ ସେଇ ହାଡ଼, ରକ୍ତ, ମାଉଁସ ଅଛି; କେହି ଭିନ୍ନ ନୁହନ୍ତି । ସେହି ଅଭିନ୍ନତାର ପରମ ଅନୁଭବ ହିଁ ତାଙ୍କୁ ଜଗତର ଉଦ୍ଧାର ପାଇଁ...
ହସକୁରିଆ ବୋହୂଟା ସେ ଆମ ଗାଁ ର, ଯାହାକୁ ଦେଖିଲେ ଭଲମନ୍ଦ ପଚାରେ
ସତ୍ୟହିଁ ସତ୍ୟର ଜ୍ଞାତା, କର୍ତ୍ତା ଆଉ ଅନୁଭବୀ..
ସବୁ କାଳ, ଗୁଣ, ପ୍ରକୃତିର ଉର୍ଦ୍ଧ୍ଵରେ... ମହାକାଳ - ମୃତ୍ୟୁଞ୍ଜୟ ସଂହାରକର୍ତ୍ତା 'ଶିବ' ଭକ୍ତବତ୍ସଳ - ଆଶୁତୋଷ ରକ୍ଷାକର୍ତ୍ତା 'ଶିବ' ସର୍ବତ୍ୟାଗୀ-ଭୋଳାନାଥ ମୁକ୍ତିଦାତା 'ଶିବ' ।
ଆପଣଙ୍କ ମତାମତ