ଲଫଙ୍ଗା ବେଶରେ ବୁଲ ନାହିଁ । ନିଜ ବଳର ବଡ଼ାଇ କହି ବୁଲ ନାହିଁ । ନିଜେ ରାଗିଲେ ବି ଅନ୍ୟକୁ ବାଧିବା ଭଳି କଠୋର କଥା କହ ନାହିଁ...
କହି ଜାଣିଲେ କଥା ସୁନ୍ଦର । ଭଲ କଥା କହ । ମିଠା କଥା କହ । କଡ଼ା କଥା କହ ନାହିଁ । କାହାରି ଅନିଷ୍ଟ ହେଲା ଭଳି...
ଗଲା କଥା ଆଉ ଫେରି ଆସିବ ନାହିଁ । ତା' ଲାଗି ଶୋକ କଲେ ନିଜର ରୂପ, ବଳ, ବୁଦ୍ଧି ଓ ସ୍ୱାସ୍ଥ୍ୟ ନଷ୍ଟ ହେବ । ତେଣୁ ଗଲା...
ମନେକର, ଭଲ ବାଟରେ ତୁମେ ଧନ ଅର୍ଜିଲ । ସେ ଧନକୁ କେବଳ ସାଇତି ରଖିଲେ ତା'ର ମୂଲ୍ୟ କିଛି ରହିବ ନାହିଁ । ଦୁଃଖୀରଙ୍କିଙ୍କୁ ସେଥିରୁ କିଛି ଦିଅ...
ଗରିବ ଲୋକମାନେ ପରିଶ୍ରମ କରିବାରୁ ସେମାନଙ୍କୁ ଭୋକ ଲାଗେ । ପେଟରେ ଭୋକ ଥାଇ ଖାଇଲେ ଆହାର ସୁଆଦିଆ ଲାଗେ । ତେଣୁ ଗରିବ ଖଟିଖିଆ ଲୋକମାନେ ନିତି ସୁଆଦିଆ...
ଥୋପ ଲୋଭରେ ମାଛ ବନଶୀ କଣ୍ଟାକୁ ଗିଳି ମରେ । ଏଥିରୁ ବୁଝ ଯେ.ଲୋଭରେ ପଡ଼ି କୌଣସି କାମ କଲେ ତୁମର ଅନିଷ୍ଟ ହେବ ।
ଚାରିଦିନ ହେଲା ପଡ଼ିନି ପେଟରେ ଆହାର କିଛି, ବିଲମାଳେ ଧଣ୍ଡ ହୁଏ ଲଣ୍ଡଭଣ୍ଡ ଭୋକରେ ଅଛି ।
ଅନ୍ୟଠାରୁ ଗାଳି ଶୁଣି ତାକୁ ଗାଳି ଦିଅ ନାହିଁ । ଓଲଟି ତାକୁ କ୍ଷମା ଦିଅ । ତାହାହେଲେ ତୁମ ମନ ଭିତରେ ରାଗର ଯେଉଁ ନିଆଁ ଜଳୁଥିବା, ତାହା...
ଚାରି ବରଷର ପିଲା ସେଇ ଭଲମନ୍ଦ କଥା ନ ବୁଝଇ, ଚଗଲାମି କଥା ପଶିଲା ତା ମଥା ଧୂଳି ଛୁଳ କଲା ବାଟ ପରେ, ପୋତିଦେଲା କଣ୍ଟା ତା' ଭିତରେ...
ଗରିବ କୋଟିପତି ହେବାକୁ ଆଶା କରିବା ଠିକ୍ ନୁହେଁ । ଦୁର୍ବଳ ଲୋକ ସବଳ ଲୋକ ଉପରେ ରାଗିବା ଠିକ୍ ନୁହେଁ । ଏ ଦୁଇ ପ୍ରକାର ଲୋକ ନ...
ଆପଣଙ୍କ ମତାମତ