ଅନ୍ୟ ଦେଶର କ୍ଷତି କରିବାକୁ ବଳ ଓ ବୁଦ୍ଧି ଖଟାଅ ନାହିଁ । ତା' ବଦଳରେ ନିଜ ଦେଶର ଲୋକଙ୍କ ଉନ୍ନତି ପାଇଁ ସେତିକି ବଳ ଓ ବୁଦ୍ଧି ଖଟାଅ...
ଅମାନିଆ ହେଲେ ଟାଣି ନେଇ କୋଳେ ମଥା ମୋର ଚୁମେ ଯିଏ ରେ, ତାହାଠାରୁ ବଳି ଆପଣାର ମୋର ଦୁନିଆଁରେ ଅଛି କିଏ'ରେ ?
ଅନ୍ୟାୟ ଭାବେ ଧନ ଆଣିଲେ ପାପ ହୁଏ । ସେହି ପାପକୁ ଲୁଚାଇବାକୁ ଚେଷ୍ଟା କଲେ ବି ତାହା ଜଣା ପଡ଼ିଯାଏ । ଏ ପ୍ରକାର ପାପ ଯୋଗୁଁ ଅନେକ...
କାଳିଆ, ବଳିଆ ଦୁଇ ପୁଅ ନାଆଁ ଦେଲେ ବାପା ଶରଧାରେ, ତଥାପି ସମାନ ଭାବ ନ ରଖନ୍ତି ବାପା ଦୁଇ ପୁଅଠାରେ ।
କହିଲା ବରୁଣ- ଏତିକି ନ ଜାଣ, ଗଛ ଥିଲେ ସିନା ମଞ୍ଜି ହେବ, ଆଗେ ଗଛ ଥିଲା, ତହୁଁ ମଞ୍ଜି ହେଲା, ବିନା ଗଛେ କାହୁଁ ମଞ୍ଜି ହେବ ?
ଦେଶର ଗୁପ୍ତ କଥା ବାହାରକୁ ଚାଲିଗଲେ ଶାସକ ଓ ପ୍ରଜା ସଭିଏଁ ମରିବେ । ଦେଶ ଛାରଖାର ହୋଇଯିବ । ଏଥିରୁ ଏତିକି ଶିଖ । ନିଜ ଜୀବନ ଯାଉ...
ସକାଳ ପହରୁ ଆସିଅଛି ଘରୁ, ବନିସି ପକାଇ ରହିଅଛି ଚାହିଁ ଟୋକାଟାଏ, ଛାଇ ଲେଉଟିଲା, ଥୋପ ସରିଗଲା, ନ ପଡ଼ିଲା ଛୋଟ ମାଛଟାଏ ।
ଧିକ୍ ତୁମ ଧନକୁ ! ତାହା ଆଜି ଅଛି, କାଲି ନ ଥିବ । ଅନ୍ୟ ପ୍ରତି ଭଲ ଆଚରଣ ନ କରି ତୁମେ ଛୋଟ ହୋଇଯାଇଛ । ତୁମ...
ଏ ପାଞ୍ଚ ତତ୍ତ୍ୱକୁ ପରା ପଞ୍ଚଭୂତ କହନ୍ତି, ଏମାନଙ୍କୁ ନେଇ ସିଏ ସଂସାରକୁ ଗଢ଼ନ୍ତି ।
ଆପଣଙ୍କ ମତାମତ