ଅର୍ଥାତ୍ ନୋଥ ପାଇଁ ଏତେ ଚିନ୍ତନ, ନୋଥ ଦେଇଥିବା ଲୋକଙ୍କୁ ଏତେ କୃତଜ୍ଞତା ! ଅଥଚ ନୋଥ ପିନ୍ଧିବା ପାଇଁ ନାକଟିକୁ ଦେଇଥିବା ସ୍ରଷ୍ଟାଙ୍କ ଚିନ୍ତନ ପାଇଁ ସମୟ ନାହିଁ...
ବିବେକର ମାର୍ଗ ଅତି ସରଳ ମାତ୍ର ପ୍ରଭାବଶାଳୀ । ମୂଲ୍ୟବୋଧ ଭିତ୍ତିକ ସାହିତ୍ୟ ପଠନ, ତତ୍ତ୍ୱ ଶ୍ରବଣ ଆଦି ମଧ୍ୟ ମଧ୍ୟରେ ବିବେକବୋଧର ବିକାଶରେ ସହାୟକ ହୁଏ । ବିଶ୍ୱର...
ପ୍ରକୃତ ସତ୍ୟ ବୁଝିବାବେଳକୁ ବିଳମ୍ବ ହୋଇସାରିଥାଏ । ତେଣୁ ମଣିଷ ରୂପେ ଶ୍ରେଷ୍ଠତା ବଜାୟ ରଖି ବାସ୍ତବତାକୁ ଗୁରୁତ୍ୱ ଦେଇ ଜୀବନକୁ ସୁନିୟନ୍ତ୍ରିତ କରାଯାଇପାରିବ ।
ପ୍ରତ୍ୟେକ ସଜୀବ ନିର୍ଜୀବର କୌଣସି କାରଣ ପାଇଁ ସୃଷ୍ଟି ହୋଇଥାଏ । ତେଣୁ ସୃଷ୍ଟିରେ ସମସ୍ତଙ୍କର ବିଶେଷତା ରହିଥିବାରୁ କାହାକୁ ତାତ୍ସଲ୍ୟ ବା ଅପମାନିତ କରିବା ଅନୁଚିତ୍ ।
ବୃକ୍ଷଲତାଙ୍କ ସମେତ ଜୀବଜନ୍ତୁ, ଜଡଚେତନ କୌଣସି ନା କୌଣସି କାରଣ ପାଇଁ ସୃଷ୍ଟି ହୋଇଛନ୍ତି । ଏହାର ସଦୁପଯୋଗ କରି ପ୍ରକୃତିର ସନ୍ତୁଳନ ବଜାୟ ରଖିବା ଆମମାନଙ୍କ କର୍ତ୍ତବ୍ୟ
ଧୈର୍ଯ୍ୟହରା ହେବା ଅନୁଚିତ୍ ।
ଭଗବାନ୍ଙ୍କ ସୃଷ୍ଟି ସତ୍ୟ ଶିବ ସୁନ୍ଦର ଅନୁସାରେ ଆଧାରିତ । ପ୍ରକୃତ ଉଦ୍ଧେଶ୍ୟ ନବୁଝି ଭାଗ୍ୟକୁ ଦେବା ଅଜ୍ଞାନତା !
ତୁ ତ ମାୟା ନିର୍ମାୟା, ପର ଆପଣା ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ, କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ।
ଆପଣଙ୍କ ମତାମତ