ଯେତେ ଲୁଚି ଛପି ରହିଲେ ବି ମୁଁ ଜାଣେ ତୁମେ ମୋର ଅତି ଆପଣାର ତୁମ ସାଥି ପାଇଗଲେ ଥରେ ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର ॥
ମୋ ହୃଦୟ ସାଧା କାଗଜରେ ଲେଖିଦେଇ ପ୍ରେମର ଅକ୍ଷର ଆଖି ପଲକରେ କରିନେଇଥିଲ ମୋ ହୃଦୟକୁ ଅତି ନିଜର
ଯେଉଁ କନ୍ୟାର ହାତ ରନ୍ଧା ସ୍ଵାଦରେ ଭରେ ନୀତି ତୁମ ପେଟ ଆଜି ମୁଁଇ କନ୍ୟା ଭୃଣ ଟିଏ ବୋଲି ମାରିବାକୁ ଯାଏ କେମିତି ତୁମ ହାତ ???
ଦେଇଥିଲି ପାଦ ଯେଉଁ ଆଶା ନେଇ ତୁମ ସେଇ ସହରରେ ସେ ଆଶା ଆଜି ଆଶାରେ ରହିଲା ମୋର ଏଇ ମନ ସିନ୍ଧୁକରେ ।।
ଯଦିଓ ବାରଣ ତୁମକୁ ମୋ ଘରର ସବୁ ବାଟ ଘାଟ ତଥାପି ମୋ ଭରଷା ଅଛି ତୁମେ ଆସିବ ନିଶ୍ଚିତ (୨)
ନୀଳ ନୀଳ ସେଇ ନିରବତା ଆଖି ସେ ଆଖିରେ କିଛି ଅକୁହା କଥା, ବର୍ଷା ଛିଟା ସାଥେ ମିଶିଗଲା ପରେ ଲାଗୁଥିଲା ସତେ ଭାରି ମିଠା ।।
ଧନ ଥିଲେ ପ୍ରେମ ଯାଏ ଏଠି ମିଳି ଚରିତ୍ର ଗୁଣକୁ କିଏ ବା ପଚାରେ ସେ ଏଠି ପଙ୍କ ପରି ! !
ମୋ ଜୀବନ ଚଲାବାଟେ ଯାଇଛି ମୁଁ ଆଜି ହାରି ହାରିଲି ମୁଁ ଦୁଃଖ ନାହିଁ ଦୁଃଖ ଖାଲି ତୁମ ପାଇଁ ନିଜର ଭାବି ବିଶ୍ୱାସ କରିଥିଲି ମୁଁ ତୁମକୁ ମିଛ...
ଆପଣଙ୍କ ମତାମତ