ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ହଠାତ କାଲି ସୁର୍ଯ୍ୟାଦୟ ପରେ
ଯଦି ତୁମେ ପାଇବ ମୋ ମୃତ୍ୟର ଖବର !!!
ଅଥୟ ହେବନି ବୋଧେ !!!
ସତେ କଣ ତୁମେ ନିଶ୍ଚିତ ଅଛ ,
ଏ ମୁଲକେ ମୁଁ ବଞ୍ଚିଛି ବୋଲି ?? (୧)
ଯଦିଓ ବାରଣ ତୁମକୁ
ମୋ ଘରର ସବୁ ବାଟ ଘାଟ
ତଥାପି ମୋ ଭରଷା ଅଛି
ତୁମେ ଆସିବ ନିଶ୍ଚିତ (୨)
କାନ୍ଦିବନୀ ମୋ ପାଖକୁ ଆସି
କି ମୋତେ ଛୁଇଁବ ନାହିଁ,
କାଳେ ତୁମ ଦରଦୀ ସ୍ପର୍ଶରେ
ନିମିଷେକେ ବଞ୍ଚି ଯିବି ମୁହିଁ (୩)
ପାଗଳ ହେବନି ତୁମେ ଗେଲିମାମା
ମୁଁ ଯେ ତୁମ ପାଖକୁ ଆସିବି
ତୁମ ପାଦତଳ ମାଟିରେ
ଫୁଲ ହୋଇ ନୀତି ଫୁଟୁଥିବି ||

Debendra dhinda
May 25, 2016 at 2:13 pm
Thanks to all
aravinda ads
May 19, 2016 at 10:39 am
EKDAM CHALA CHALA. Anek suvechha.emiti lekha chalithau.
Pramod
May 16, 2016 at 6:42 pm
Nice dude
Dinesh
May 17, 2016 at 5:50 am
Full jhakash Emiti ebhali nua nua kabita lekhu thaoo