କୋଳାହଳରେ ହଜି ଯାଇଥିବା ମଣିଷ ପରି ମଠ ମନ୍ଦିର ଚଉହଦି ମାପୁ ମାପୁ ସରିଯାଇ ଥିବା ଜୀବନ ପରି କାହା ପାଇଁ କ'ଣ ତୁମେ, ମୁଁ କୁହେ ତୁମେ ମୋ...
ମେଘରେ ମୁହଁ ମାଜୁଥିବା ପାହାଡ଼ ବୁଡ଼ନ୍ତା ସୂର୍ଯ୍ୟର ରଙ୍ଗ ଅନ୍ୟମନସ୍କ କରେ ଯେଉଁଠି ତା'ର ନାଁ ଚଣ୍ଡିଖୋଲ ଛକ ଏଇଠି ମୋତେ ଓହ୍ଲେଇବାକୁ ହେବ ।
ହିସାବ କରି ଦେଖିଛୁ । କେବଳ ସରଳ ବିଶ୍ୱାସ ଯାହା ମଣିଷ ଉପରେ ରଖିଛୁ ।
ବୟସକୁ ମିଥ୍ୟା ପ୍ରମାଣିତ କରି ହୁଏ ନାହିଁ ମୁହଁର ଛାପରେ ତାହା ସ୍ପଷ୍ଟ ଦେଖା ଯାଏ ଯୋଗ କର, ଭଲ ଖାଅ , ଚୁଟି ରଙ୍ଗ କର
ଆଜି ନ ପାଏ ତୁମକୁ ଫଗୁଣେ ଫଗୁର ରଙ୍ଗରେ ନୀରେ ଇନ୍ଦୁ ପ୍ରତିବିମ୍ବରେ ବ୍ୟଙ୍ଗ କବିର ସୁପ୍ତ ସଙ୍ଗୀତେ ପ୍ରତି ପାଦେ ପ୍ରତି ଛନ୍ଦରେ ।।
ମନ ନାହିଁ କିମ୍ୱା ଦେହ ନାହିଁ, ସ୍ୱପ୍ନ ସବୁ ବି ବନ୍ଧା ପଡ଼ିଛି ଅନ୍ୟ କାହା ପାଖରେ । ସତୀ ସୀତା ପ୍ରତିଦିନ ଜଳିଯାଏ ଯଉତୁକ ଜୁଇରେ ।
ଡୁବି ସାରି ଥାଏ ଛୋଟ ଝିଅ ମାନା ହାତ ମୁଠାରେ ନେଇ ବଡ଼ ପ୍ରତୀକ୍ଷାକୁ ।
ମନରେ ମନରେ ଚନ୍ଦନ ବନର ମହକ ଛୁଟାଇ ମତୁଆଲା ଗୀତର ସୁର -ଲହରୀ ଧରିଥିବା ବୁଲବୁଲ ସିଏ
ଜାଣିଛ କି ତୁମେ ? ଏ ଜୀବନ ସଂଗ୍ରାମରେ, ଏକାକୀ ସୈନିକ ମୁଁ,
ସମୟ ! ତୁମ ଆଉ ମୋ ଭିତରେ ଅସୀମ ବବଧାନ ଘୁଞ୍ଚି ଚାଲିଛି ଦୂରକୁ ଦୂରକୁ ।
ଆପଣଙ୍କ ମତାମତ