ମୃତ୍ୟୁ ଆମ ପରମ ମିତ୍ର ଲାଭ ଫଳର ଆଶାକୁ ଛାଡ଼ ହେ ମିତ୍ର !
ବାପା ମାଆଙ୍କର ଅଳିଅଳୀ ସିଏ ଭାଇ ପାଇଁ ସେ ଯେ ଜଗତଜୀତା ଦୁହିତା. . . ଦୁଇ କୂଳକୁ ସେ ହିତା ।।
ତୁମେ କିନ୍ତୁ, ଜୀବନର ଧାରା ଯାହା ବରଷା ଏ ଅମୃତ ପିଆଲା,
ସ୍କୁଲ ଫେରନ୍ତା ଝିଅ, ପୁଅକୁ ନିରେଖିଲେ ବନ୍ଧୁ ପଚାରନ୍ତି କାହାକୁ ଖୋଜୁଛ । ସ୍ମୃତିନାମ୍ନୀ ଝିଅଟି ସେଠାରେ ନଥାଏ କିମ୍ୱା ସ୍ମୃତିର ରୂପ ନେଇ କେହି ବି ନଥାନ୍ତି ।
ଲୋଡ଼ା ହୁଏ ଅଜସ୍ର ତପସ୍ୟା କରିବାକୁ ହୁଏ ଅନ୍ତହୀନ ପ୍ରତୀକ୍ଷା ପ୍ରୀତିକୁଞ୍ଜରେ ଦେବାକୁ ହୁଏ ବାରମ୍ୱାର ଅଗ୍ନି ପରୀକ୍ଷା
ମୁଁ କିନ୍ତୁ ସେମିତି ନିରବ ନିଶ୍ଚଳ ନିର୍ଜୀବ ଦାରୁ ପରି ତୁମ ମନସ୍କ ହୋଇ ଛିଡ଼ା ହୋଇଥିଲି,
ନିଜର ରକତ ଆଜି କରିଛି ପର, ଝରାଉ କାହିଁକି ବସି ଲୁହର ଧାର । ସମ୍ପର୍କର ସୂତା ଖିଅ ଯାଇଛି ଛିଡ଼ି, କିଏ ଜାଣେ କୋଉ ଜନ୍ମେ ହବ ସେ...
ଫୁଟା କଳସୀଟି ଘରକୁ ନେଲ ଯେ ଏବେ ଲହଡ଼ା ମାରୁଚି ପାଣି ଦାଣ୍ଡସାରା ନାଁ ଛାଡ଼ି ପାରୁଚ ପାଣିପିଆ ଭାଙ୍ଗିପାରୁଚ ମାଠିଆ ।
କୃଷକର ଧାନ ଊଣାକର ଦର ରୋକିବାକୁ ସିନା ମୁଦ୍ରାସ୍ଫୀତି କହିକି ପାରିବ ଗୋଟିଏ ଶସ୍ୟରେ ରହିଅଛି କେତେ ମେହନତୀ ।
ପଦାଘାତ କଲେ ହାକିମ ଚାକିରୀ ଦେଶ ସ୍ୱାଧୀନତା ପାଇଁ, ଘର ଛାଡ଼ି ଦେଇ ଆଗେଇ ଗଲେ ସେ ମାଟି ମା' ସେବା ପାଇଁ ।
ଆପଣଙ୍କ ମତାମତ