ଭାବନ୍ତି ଯେଉଁ ମଣିଷ ଦେଶ ପାଇଁ ନିସ୍ୱାର୍ଥପର ସେବା କରୁ କରୁ ଜୀବନ ଦେଇ ଦେଲା ତା' ପାଇଁ କ'ଣ ତା' ନିଜ ସ୍ତ୍ରୀ ଏତେ ସ୍ୱାର୍ଥପରତା କରିପାରିବ ।
ସୁଲଗ୍ନା ନିଜ ସ୍ୱାମୀର ଫେରିବା ବାଟକୁ ଅପେକ୍ଷାକରି ଭାବୁଥିଲା, ଆଜି ଆସିଲା ବେଳେ କେଉଁଟି ମଦ ନିଶାରେ ଗାଡ଼ି ପିଟି ମରିଯାନ୍ତେ କି, ମୁଁ ମୋ ମନର ମଣିଷ ସହ...
ମହାଭାଗ କନ୍ୟା ଆପଣଙ୍କର ବିଷ ଲଗ୍ନରେ ଜାତ ବିଷକନ୍ୟା ଅଟେ
କିପରି ସଭ୍ୟତା ଆମେ ଗଢ଼ିଛୁ ଯେ ଚାରି ବର୍ଷର ଛୁଆମାନଙ୍କ ମନରେ ବି ରେସିଜମ୍ (ବର୍ଣ୍ଣ ବୈଷମ୍ୟ ବାଦ ) ଭରି ରହିଛି ।
ଯୌବନବେଳେ ସ୍ୱାମୀ ପ୍ରେମ ବଦଳରେ ଛାଟ, ଶାଶୁ ସ୍ନେହଁ ବଦଳରେ ଭଗାରି ପରି ଯନ୍ତ୍ରଣା କାହିଁକି ଦେଲେ ?
ଆଗ ଛକ ପାଖରେ ଯୋଉ ବ୍ୟାଙ୍କ ଅଛି, ସେଠାକୁ ଯିବାର ଅଛି । ବ୍ୟାଙ୍କ ବାଲା ଆଧାର କାର୍ଡ ଲିଙ୍କ ପାଇଁ ଗୋଟିଏ ନୋଟିସ ପଠାଇଛନ୍ତି ।
ଭାବନାରେ ଭାସି ଭାସି ଭୁଲ୍ କରୁଛ ପଦ୍ମା । ଆବୋରେସନ୍ କରିବାକୁ ଆସ । ନ ହେଲେ, ସବୁଦିନକୁ ତମ ଘରେ ରହିବାକୁ ଆସ, କିନ୍ତୁ ନ ଆସିବା କଥା...
ଓହୋଃ ! ସ୍ରଷ୍ଟା ନିଜ ସୃଷ୍ଟି ପ୍ରତି ଏଡ଼େ ନିଷ୍ଠୁର ହୋଇପାରେ ।
ଆଚ୍ଛା ଏଇ ଯେଉଁ ଭଦ୍ର ମହିଳା ଆପଣଙ୍କ ସାମ୍ନାରେ ବସିଛନ୍ତି, ଆପଣଙ୍କ କୋଉ ଆଇନ୍ ବହିର ଯୁକ୍ତି ତାଙ୍କୁ ବିବାହିତା ପ୍ରମାଣ କରିପାରିବ ।
ଜ୍ୟୋତି ସାଧନା କରିବାକୁ କହୁଛନ୍ତି । ଯେଉଁ ଜ୍ୟୋତି ତାଙ୍କର, ମୋ ପେଟରେ ବଢୁଛି, ତା' ଭବିଷ୍ୟତ କଥା ହେଲେ ପଚାରିଥାଆନ୍ତେ ।
ଆପଣଙ୍କ ମତାମତ