ତା’ହେଲେ ମୁଁ ଏ ସ୍ଥାନ ଛାଡ଼ି ଗଲାବେଳେ ମୋ ହିମାଳୟକୁ ମୋ ସାଙ୍ଗରେ ଓଟାରି ନେଇଯିବି ।
ମାମା ତମକୁ ପାପା ଏତେ ଜୋର୍ ମାରୁଛନ୍ତି କିନ୍ତୁ ତମେ କାହିଁକି କିଛି କହୁନ । ତମେ ପାପାଙ୍କ ହାତରୁ ବାଡ଼ି ଛଡ଼େଇ ତାଙ୍କୁ କାହିଁକି ପିଟୁନ
ପ୍ରତି ଦୁଇବର୍ଷରେ ପରିବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ସୋନା ଯେ ବୟଫ୍ରେଣ୍ଡ ପରିବର୍ତ୍ତନ କରିବାରେ କିଛି ଭୁଲ ଦେଖିନଥିଲେ ।
ଆନନ୍ଦ ତୁମେ ଭୁଲ କରିଦେଇଛ, ସେଦିନ ମୁହଁ ନ ଖୋଲି ତୁମେ ବହୁତ ଭୁଲ କରି ଦେଇଛ ! ବହୁତ ବଡ଼ ଦାମୀ ଜିନିଷ, ତୁମ ପ୍ରେମିକା କୁ ହାତ...
ଜୀବନରେ କାହାର ବିଶ୍ୱାସ ଜିତିବାକୁ ହେଲେ ଶହେଟା ସତ କହିବାକୁ ପଡ଼େ, ହେଲେ ଗୋଟେ ମିଛ ସେ ଶହେ ସତ ଉପରେ ଭାରି ପଡ଼େ
ବିଲୁପ୍ତ ଲାଙ୍ଗୁଡ ସନ୍ଧାନରେ ତମେମାନେ ଭିଆଇବ ନାନାଦି ବିଷମ, ବିଚିତ୍ର ଓ ବୀଭତ୍ସ ବ୍ୟାପାର ।
ଜମାଦାର କହିଥିଲା ଛାତିରୁ ଶାଢୀ ଖସାଇ ଦେଲେ ଗରାଖ ଜୁଟିଯିବେ । ଦଣ୍ଡି ମାରି ସେ ପରିବା ବିକିଦେବ ।
ଘାଟଶାମୁଳେଈଙ୍କ ଭଳି ମନ୍ଦିରର ପାର୍ଶ୍ଵ ଦେବାଦେବୀ ମଧ୍ୟ ବଲବଲ କରି ଚାହିଁଥିଲେ ଏମାନଙ୍କ ଆଡକୁ । ନନାଙ୍କ ମାହାସୁଲ ଦାବି ଉପରେ କାହାର କିଛି କହିବାର ନଥିଲା ।
ଆପଣ ଯାଆନ୍ତୁ ମାଡାମ୍, ମୁଁ ଠିକ୍ ଅଛି ।
ନୋଟ୍ କପି ଫେରାଇଲା ବେଳେ ଶେଖର ଅନ୍ୟ ଏକ କାଗଜରେ “ଆଇ ଲଭ୍ ୟୁ ଠୁ” ଲେଖି, କପି ଭିତରେ ଦେଇଦେଲା ପ୍ରିୟଙ୍କାକୁ
ଆପଣଙ୍କ ମତାମତ