କ'ଣ ହେ, ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ, ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା । ପିତାସୁଣୀ ପବନ ଲାଗିଛି ।
ବେପରୁଆ ରିକ୍ସା ଚଳାଇବାର ଲକ୍ଷଣ ସ୍ପଷ୍ଟ ବାରି ହୋଇ ଯାଉଥିଲା ତା'ର ଖିଆଲି ମନର ଭାବନାରୁ । ଏସବୁର ଉତ୍ତର ଗୋଟିଏ ଥିଲା, କେବଳ ଆନନ୍ଦଜନିତ ଆତ୍ମହରା ।
ସ୍ୱପ୍ନର ଚଢ଼େଇ ଥୁଣ୍ଟା ଗଛଡ଼ାଳରେ ବସନ୍ତି ନାଇଁ । ଥୁଣ୍ଟା ଗଛରେ କେମିତି ପତ୍ର କଅଁଳିବ- ଡାଳ ଘଞ୍ଚ ହେବ-ସେ କଥା ଆପଣଙ୍କୁ ଜଣା-ଆପଣ ଥରେ ଚେଷ୍ଟା କରି ଦେଖନ୍ତୁ-...
ଆରେ ନା, ରାଗନି ମିରା, ସବୁଦିନେ ସେ ଗ୍ୟାସ୍ ପୋଛି ଗଲା ପରେ ତୁମେ ପୁଣି ପୋଛିବ, କ'ଣ ନା ପୋଛା କପଡ଼ାଟା ଭଲ ଭାବରେ ଧୋଇ ନଥିବ ।
ଡାଏରୀଟା ପଢ଼ିସାରି ଜିତେନ୍ ଆଖି କୋଣରେ ଲୁହ ଜକେଇ ଆସିଲା ।
- ଦୟାକରି ଆମକୁ କୋଠରୀ ଭିତରେ ରହିବାକୁ ଦିଅ । ଆମେ ବଂଚିବାକୁ ଚାହୁଁ । ଏଇ କୋଠରୀ ଭିତରେ । ସେ ବିଷାକ୍ତ ଗ୍ୟାସ ପ୍ରବାହ ବଢ଼େଇଦିଅ ।...
ହଁ ହଁ ସେ ଦେବୀ ମରିଯାଇଛି ଆଉ ତାକୁ ତୁମେମାନେ ହିଁ ମାରିଦେଇଛ ।
ସାଗର ମଥାରେ ଗୋଟିଏ ଚୁମ୍ବନ ଦେଇ ତା କେଶରାଜି ସହ ଖେଳିବାକୁ ଲାଗିଲା ସ୍ୱପ୍ନା ।
ରମେଶବାବୁ ଭାବୁଥିଲେ କେବେ ଏସବୁ ନିଶା ଦ୍ରବ୍ୟ ଦେଶରେ ବ୍ୟାନ୍ ହେବ ଆଉ ତାଙ୍କ ପୁଅ ପରି ବହୁ ଯୁବକ ଠିକ୍ ରାସ୍ତାକୁ ଆସିବେ ।
ଏକ ଦାମୀ ପାର୍ଲରରେ ଚେହେରାକୁ ଏକ ଖାସ୍ କରିବାକୁ ଚେଷ୍ଟା କଲା, ଜିମ୍ରେ ଆଡ଼ମିଶନ ବି ନେଲା ।
ଆପଣଙ୍କ ମତାମତ