ତା'ର ନିଦ୍ରିତ କୁମାରୀ ଦେହ ପ୍ରଥମ ପୁରୁଷର ଯାଦୁସ୍ପର୍ଶରେ ନିଦ ଭାଙ୍ଗି ଜାଗି ଉଠିବାର ଅପୂର୍ବ ଅନୁଭୂତି ତା' ସ୍ନାୟୁଗ୍ରନ୍ଥିକୁ ଉଚ୍ଚକିତ କରିଦିଏ
ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା ।
ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ
ପୁଅ ପାଖରେ ତ ସମୟ ନାହିଁ, ସେଥିପାଇଁ ଅଟୋ ନେଇ ଆସିଥିଲି । କିନ୍ତୁ ସେ ଅଟୋ ବାଲା ମତେ ଏଇଠି ଛାଡିଗଲା ।
ସେ ଅଧିକାର ଦେଖେଇ ମୋ ଜେଜିମା କୁ କହେ ଏ ଖୁଡି ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି
ତମର କଣ ସନ୍ଧ୍ୟା ପରେ ଦେଢ଼ା ଲାଗେ କି ? ଆଉ ୧୦ ଟଙ୍କା ପକେଇଲେ ପାଞ୍ଚ ମିନିଟରେ ଘରେ ପହଞ୍ଚିବି । ପଇସା ଟିକେ କମ ନକଲେ ମୁଁ...
କଲେଜ୍ରେ ଯୋଉ ବେବିନାକୁ ମୋହରା ବନେଇ କେତେକେତେ ପୁଅଙ୍କୁ ବ୍ଲାକ୍ ମେଲିଂ କରି ସେ ଶେଷରେ ଚୟନ କରିଥିଲା ଏଇ ଶୁଭକାନ୍ତକୁ ।
ସିଏ ନିତ୍ୟାନନ୍ଦ ସାର୍ଙ୍କ ଠାରୁ ବଡ଼ ନ ହୋଇପାରେ କିନ୍ତୁ ଷାଠିଏ ବର୍ଷରୁ ଯେ ଗୋବର୍ଦ୍ଧନ ଅଧିକ ହୋଇପାରିବ ନାହିଁ ଏକଥା କହିବାର ମୂର୍ଖତା ସାର୍ କୁଆଡ଼େ କରିଛନ୍ତି
ଡାରଉଇନ୍ଙ୍କ ବିବର୍ତ୍ତନବାଦଠୁ, ମେଣ୍ଡାଲ୍ଙ୍କ ବଂଶାନୁକ୍ରମର ବିକାଶ. . . କେହି ତ କହିନାହିଁ-ପୂଜା କଲେ, ପିଲା ହୁଏ ।
ନାହିଁ, ନାହିଁ, ଏହିଟା ଅବଶ୍ୟ ମୋର ନିଜର ଅନୁମାନ । ରାଜେଶ୍ୱରଠାରୁ କିନ୍ତୁ ଏ ସମ୍ୱନ୍ଧରେ ମୁଁ କୌଣସି କଥା ଶୁଣି ନାହିଁ । ଉମାକୁ ବାହା କରିବା ପାଇଁ...
ଆପଣଙ୍କ ମତାମତ