କୁହ ଓଡ଼ିଆ, ଲେଖ ଓଡ଼ିଆ ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଭାରି ବଢ଼ିଆ ଆମେ ଓଡ଼ିଆ !
ହୋମ ନିଆଁ ଆଲୁଅରେ ସାତ ଦୀପ ଆଠ କଳସ ସାଥୀରେ କେବେ କେବେ ଶଙ୍ଖା ସିନ୍ଦୂରର ମୋହ ନାରୀପାଇଁ ଅନ୍ତରାୟ
ଲୋଭାସକ୍ତ ହୋଇ, ଗୋଟେ ପରେ ଗୋଟେ, ପାପର ମଞ୍ଜି ବୁଣିଗଲେ, ନଷ୍ଟ ହୁଏନି ତା' ରଜ, ଅଙ୍କୁରିତ ହୋଇ,
ଏବେ ହୁଏତ ଦେଖା ହେଇପାରେ କେଉଁଠି ହଠାତ୍ ଚିହ୍ନା ରାସ୍ତାରେ ଫେରୁଥିବାର ହେଲେ ଆଉ ନଥିବ ଆଲିଙ୍ଗନର ଆସ୍ପର୍ଦ୍ଧା
ମନ ହେଲା ଚୋରା ଚଇତି ଚହଲାଇ ଦେଲା ପୀରତି ତନୁରେ ତନୁରେ ବାସ ଭରି ଦେଲା ଫୁଲ ଛୁଆଁ କରି ସତେ ଯେମିତି ।।
ଅଚାନକ ଉଭେଇ ଗଲା ତୁ ଆସିଲୁ ଛିଡ଼ାଇଲୁ ତା' କଅଁଳ ଡେଣାକୁ, ନିଷିଦ୍ଧ ଇଲାକା ଡେଇଁ
ସୁବର୍ଣ୍ଣ ମୁକୁଟ ଦିଶେନା ସୁନ୍ଦର ଯେ ସୁନ୍ଦର ଦିଶେ ମୟୂର ଚୂଳ ଶୋଭା ଦିଶେ ନାହିଁ ରତ୍ନସିଂହାସନ ତୋତେ ଶୋଭା ଦିଶେ କଦମ୍ୱ ଡାଳ ।। ୦ ।।
ତୁମେ କୃପାସିନ୍ଧୁ ତୁମେ ଦୀନବନ୍ଧୁ ତୁମେ ଭକତ ବତ୍ସଳ ଅମୃତବିନ୍ଦୁ ତୁମେ. . .
ତୁମ ନିଃଶ୍ୱାସରେ ପ୍ରବାହିତ ଶିରି ଶିରି ମଳୟ ତୁମେ ଭାସିଯାଉଛ ଆଶା ବୈତରଣୀରେ ତୁମେ ଖୋଜି ଚାଲିଛି ତୁମର ଇପ୍ସିତକୁ
ଜୀବନ- ବ୍ୟଥାର ଅନ୍ୟ ଏକ ନାମ ବେଦନାର ଭିନ୍ନ ଆସ୍ୱାଦନ ବନ୍ଧନର ବିରାଟ ସପନ ବ୍ୟାଧିଗ୍ରସ୍ତ ଯିଏ ନିଜ ପ୍ରତିଟି ଅଙ୍ଗରେ
ଆପଣଙ୍କ ମତାମତ