କେମିତି ପାଲଟି ଯାଆନ୍ତି ଚନ୍ଦ୍ରପରାଗ ନିଜ ଅସ୍ତିତ୍ୱର ପୂର୍ଣ୍ଣମୀରେ! ଭ୍ରମକୁ ସାରା ଜୀବନ ଅଂଟିରେ ପୂରାଇ ଛାତିରେ ଜାକି ଧରି ମନକୁ ମିଛରେ ବୁଝାଇବାକୁ
ଯୋଉଠି ଜୀବନ ବଂଚିବାକୁ ଦିଏନି କି ମୃତ୍ୟୁ ଆଶ୍ଳେଷି ନିଏନି? ତାରି ଭିତରେ ଭାଙ୍ଗିହେବାଟା ହିଁ ଦୁର୍ଭାଗ୍ୟ!
କିଛି ଅଯଥା କୋଳାହଳରୁ ମୁହଁ ଫେରାଇ ଅନୁଭବ କଲି.. କୋଳହଳର ତୀକ୍ଷ୍ଣ ଛୁରିକା ଲମ୍ବିଯାଇଥିଲା ମୋ ଗଳାଯାଏଁ..!
ତେବେ ବି ହଜାଇଦେବାର ଭୟରେ.. କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା ଜୀବନର ଅନ୍ୟନାମ ପରିବର୍ତନ !
ଚନ୍ଦନସମ ଶୀତଳତା ଭରିଦେଇ ମଥାରେ କୁଢେଇନେବାକୁ ଗୋଟେ ଜନ୍ମର ଅବଶେଷ ।
ଖାଲି କିଛି ସମୟ ବାକି ! ପାଣିର ସ୍ରୋତରେ ଭଉଁରି ପଡିବାକୁ ବେଶୀ ଡେରି ନାହିଁ !
ଛଳନାର ଅଳନ୍ଧୁ ଭିତରେ ଅପହୃତ ସତର କାନଭାସ୍ ଯେଉଁଥିରେ ରଙ୍ଗ ଭରେ ସେ ନିଷ୍କପଟ ସରଳ ମଣିଷଟା!
ନିଜକୁ କଣ ବୋଲି ଭାବିଛ ? ସେଥିପାଇଁ ତୁମକୁ ଚରମ ଶାସ୍ତି ମିଳିବ । ରାଜରାସ୍ତାରେ ହାତରେ ବେଡିପକାଇ ଚଲେଇ ଚଲେଇ ନେବି । ସାରା ସଂସାର ଦେଖିବ ତୁମ...
ସେମାନଙ୍କ ବର୍ବରତା! କୋଉ ସୀମାକୁ ଚାହିଁଛ ! ସତ ମଣିଷମାନେ ଧର୍ମ ବଦଳାଇଲେଣି !
ସାରା ଜୀବନ ତ ସ୍ୱାମୀକୁ କାଠ କଣ୍ଢେଇ ପରି ନଚାଇଲେ । ସେ କାହୁଁ ବୁଝିବେ ସ୍ତ୍ରୀ ପଣିଆ ? ଝିଅକୁ ବି ତ ସେଇ କୁବୁଦ୍ଧି ଦେବେ ନା?
ଆପଣଙ୍କ ମତାମତ