ଧୈର୍ଯ୍ୟର ବାରଶହ ବଢ଼େଇ କର୍ତ୍ତବ୍ୟର ନିହାଣରେ. . . ଜୀବନଶିଳ୍ପର ଯେତେ ସୂକ୍ଷ୍ମ ଆଉ କି ନିଖୁଣ ଚିତ୍ର ଆଙ୍କିଲେ ବି ମେଣ୍ଟେ ନାହିଁ କି ଟଳେ ନାହିଁ ଜିଇଁ...
ମୋ ଜୀବନର ଯେତେସବୁ ଜଟିଳ ଗଣିତ, ପାଇବାକୁ ଦୁଃଖ, ଦୁର୍ଦ୍ଦଶା ଆଉ ଯନ୍ତ୍ରଣାର ସଠିକ୍ ଉତ୍ତର !
ବାଜି ଉଠିଲା, ଘନଘନ କାନ୍ଦଣାର କେନ୍ଦରା ଗୀତ ଗାଁରୁ ସହର ଆଉ ରାଜ୍ୟ ରାଜଧାନୀ ଯାଏଁ ନିମିଷକ ମଧ୍ୟେ, ପୋଡ଼ି ପାଉଁଶ ହୋଇଗଲା ସମୟର ହରିତ୍ ଡାଳରେ ଶତସହସ୍ର ବେବିନା,...
ଆପଣଙ୍କ ମତାମତ