ସତ୍ୟର ମଙ୍ଗ ଧରି ଯେଉଁ ମାଟିରେ ଫୁଙ୍କି ଦେଇଥିଲ ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ମନ୍ତ୍ର, ସେ ମାଟି ଆଜି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଆଉ ଉଚ୍ଚନୀଚ, ଛୁଆଁ ଅଛୁଆଁର...
କାରଣ ତମେ ଥିଲ ସକଳ ସ୍ପୃଶ୍ୟତାର ସୁବର୍ଣ୍ଣ ପ୍ରତିମା ଆଉ ମୁଁ. . . !
ଭୋକର ନିଧନ ପାଇଁ ଏବେ ଚାଲୁଅଛି ଦୋହଲ୍ଲା, ପାଟିତୁଣ୍ଡ ଆଉ ବିଧାନସଭାରେ ଭାରି ହଟ୍ଟଗୋଳ,
ଏକଲବ୍ୟ ମୁଁ, ସତ୍ୟ ରକ୍ଷାକରି ସମର୍ପିଲି ମୋର ବୁଢ଼ା ଆଙ୍ଗୁଠି, ଉଚ୍ଚଜାତି ସଙ୍ଗେ ଏକ ହୋଇ ହାରୁ ହାରୁ ଜିତିଯିବି ବୋଲି ।
ଇଏ କେଉଁ ପବିତ୍ର ଭୂଇଁ ? ଯେ ସତୀ ସାଧ୍ୱୀ ସୀତାଙ୍କୁ ଲୋକାପବାଦ ଆଉ ରାଜଧର୍ମର ହାୟରେ. . . ବାରବାର, କରିବାକୁ ପଡ଼େ ଉଦଗ୍ର ଅଗ୍ନିସ୍ନାନ ।।
ମିଳି ତ ଯାଇଛି ଭାଷା ପାରିଜାତ ପଛକୁ ଲେଉଟ ନାହିଁ, ହଟା ଇଂରେଜୀ ମାଧ୍ୟମ ଭାଇ ଜାତି ସ୍ୱାଭିମାନ ପାଇଁ ।
ତୋ ବିନୁ ଭରାନଈରେ ବୋଝେଇ ଡଙ୍ଗାଟା ବୁଡ଼ିଗଲା ପରି ଡୁବିଗଲା, ଆମ ସୁଖଦୁଃଖର ସଂସାର ଶୁଖିଗଲା ସ୍ନେହ, ମମତା ଆଉ ଆଶା, ଭରସାର ମହାପାରବାର !
ଲୋଡ଼ାନାହିଁ ବେତ ଆମର ଲୋଡ଼ାନାହିଁ ଗୁରୁଘର ପାଠର ମହାମନ୍ତ୍ର, ଉତୁରି ପଡ଼ିଲାଣି, ଫାଇଲ ପରେ ଫାଇଲ୍ ଚାଷ ଆଉ ଦଣ୍ଡି, ଥାଳି, ଭାତହାଣ୍ଡିରୁ ଗୋଟାପଣ ଆମ ଗୁଣାତ୍ମକ ଶିକ୍ଷାର ତତଲା...
ଆଉଜି ଗଲ କି ? ଲୋଭାସକ୍ତ ହୋଇ ପାଇବାର ଦୁର୍ବାର ଆଶାରେ କୋଉ ବହୁତଳ ପ୍ରାସାଦର ମସୃଣ ମାର୍ବଲ ଛାତିରେ ।
ହଁ, ଯୋଉ ଆଖି ସହ ମୋ ଆଖି ମିଳନ ହବାର ଥିଲା, ସେ ଆଖି. . . ଏ ଆଖି ନୁହେଁ, ଏ ଆଖିରେ ନାହିଁ
ଆପଣଙ୍କ ମତାମତ