ସୁଦୀପ୍ତା ସୁଚିସ୍ମିତା ଜେନା

ସୁଦୀପ୍ତା ସୁଚିସ୍ମିତା ଜେନା

ବର୍ତ୍ତମାନ ଠିକଣା : ରିଚୁ ଆପାର୍ଟମେଣ୍ଟ୍, ବୋନମିଲ୍, ବାଙ୍ଗାଲୁରୁ : ୬୮ । ସ୍ଥାୟୀ ଠିକଣା : ଆଇ.ଆର୍.ସି ଭିଲେଜ୍, ଭୁବନେଶ୍ୱର, ଓଡ଼ିଶା, ୭୫୧୦୧୫ । ଜନ୍ମ : ୧୦.୦୭.୧୯୮୬ । ପିତା : ସୁରଥ ଚନ୍ଦ୍ର ଜେନା (ଉପବିଭାଗ ଅଧିକାରୀ, ଓଡ଼ିଶା ସଚିବାଳୟ), ମାତା - ଉର୍ମିଳା ଜେନା (ଗୃହିଣୀ) । ଶିକ୍ଷାଗତ ଯୋଗ୍ୟତା - ଏମ୍.ସି.ଏ (ଷଷ୍ଠ ସେମିଷ୍ଟର୍ ଛାତ୍ରୀ), ଅନୁଷ୍ଠାନ - (ଆଚ଼ାର୍ଯ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ ଆଣ୍ଡ୍ ସାଇନସ୍, ବାଙ୍ଗାଲୋର) । ଓଡ଼ିଆ ଭାଷା ପ୍ରତି ମୋ ଆଗ୍ରହ - ମୁଁ ମୋ ମାତୃଭାଷାକୁ ନେଇ ଗର୍ବ କରେ । ମୋ ଓଡ଼ିଶାର ଭାଷା ଓ ସଂସ୍କୃତି ମହାନ୍ । ଜଣେ ପ୍ରବାସୀ ଓଡ଼ିଆ ହିସାବରେ ମୁଁ ସବୁ ଓଡ଼ିଆଙ୍କୁ ଅନୁରୋଧ କରିବି ଯେ ଓଡ଼ିଆ ବୋଲି ନିଜକୁ ଗର୍ବିତ ଅନୁଭବ କରିବା ସହିତ ଓଡ଼ିଶା ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ଦୃଢ଼ ସଂକଳ୍ପ କରିବା ଉଚିତ୍ । ମୋ ଓ ଆମ ଓଡ଼ିଶାର ଜୟ ହେଉ । ସମ୍ମାନ - ସ୍କୁଲ ଓ କଲେଜ୍‌ରେ ପଢ଼ିବାବେଳେ ମୁଁ ବହୁତ ବକ୍ତୃତା ପ୍ରତିଯୋଗୀତାରେ ଭାଗନେଇ ପୁରସ୍କୃତ ହୋଇଛି । ବାଙ୍ଗାଲୋରରେ ଓଡ଼ିଆ ନାରୀର ଅଭିନୟ କରି ପୁରସ୍କୃତ ହୋଇଛି ।

Posts By ସୁଦୀପ୍ତା ସୁଚିସ୍ମିତା ଜେନା

To Top