ମହ ମହ ମହକୁଛି ସୋରିଷ ଫୁଲର ମିଠା ବାସ୍ନା ଚହଲୁଛି ନଈପାଣି ଚୁମି ଚୁମି ଯାଏ ନୀଳ ଜ୍ୟୋତ୍ସ୍ନା ତୋର ନୀଳ କଇଁ ଆଖି ଦେଖୁଥିବ ରାତି ରାତି ପଣତର...
ତାକୁ ଲାଗୁଥିଲା ସେ ଯେମିତି ହାଣମୁହଁକୁ ଯାଉଥିବା ଛେଳି । କଂସେଇ ହାତର କୁକୁଡ଼ା. . . ଏଭଳି ଦୋଦୁଲ୍ୟମାନ ପରିସ୍ଥିତି ତା'ର ମାନସିକତାକୁ ଦୋହଲାଇ ପାରୁନଥିଲା କି ରୋମାଞ୍ଚିତ...
ଲୁହ ଯଦି ଯାଏ ଝରି ଦୁଃଖ ତ ଯାଏନା ସରି ତଥାପି ଅବୁଝା ମନ ଦିନରାତି ହୁଏ ଝରି ।
ମାଟି ଆମ ମାଆ ମେଘୁଆ ଆକାଶ ନିଗିଡ଼ି ଯିବକି ସବୁତକ ଲୁହ ଖୋଜୁଛି ସେ ରାହା ।
ଛିଡ଼ା ଛିଡ଼ା ମୁଁ ଯାହା ଭାବୁଥିଲି ବୋଧହୁଏ ସେ ତାହା ହିଁ ଭାବୁଥିଲା । ତା' ପିଲାଙ୍କ ମୁଣ୍ଡରେ ହାତ ବୁଲାଇ ଆଣି ସେ ମୋତେ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା...
ପାନପତ୍ର ଫଳକରେ ଲୋହିତ ମୁଦ୍ରାରେ ଶୀତ ଆସେ ଅରଣ୍ୟର କ୍ଷୁଧା ନେଇ ମୁଠା ମୁଠା ଆଦିମ ତୃଷ୍ଣାରେ କୁହୁଡ଼ିର କାରୁକାର୍ଯ୍ୟ ହସନ୍ତ ଜ୍ୟୋସ୍ନାରେ
ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ଗୌରବାବୁ ଯାହା କରିପାରିନାହାଁନ୍ତି ତାହା ଆଜି ସିପୁନ୍ କରିପାରିଛି । ଖୁସିରେ ଆତ୍ମହରା ହୋଇପଡ଼ିଛି ଗାୟତ୍ରୀ ।
ସେ ଶୁଣିଛି ଅତନୁ କୁଆଡ଼େ ମଦ ଖାଇ ତା' ସ୍ତ୍ରୀକୁ ପିଟେ । ଅତ୍ୟାଚାର କରେ । କ୍ଲବ୍ରେ ରାତି ବିତାଏ ଅତନୁ । ଗହଣାର ବୋଝ ଆଉ ଧନର...
ଅମୃତ ବେଳାଟେ ପାଇଁ ସାଧବଟେ କାଢ଼ି ବସେ ସାଧନା ପ୍ରସାଦ ଅସତ୍ୟ ଉପରେ ସତ୍ୟର
ଚିଲ ବହୁଦୂର ଉଡ଼ିଯାଇ ଗୋଟିଏ ଗଛ ଡାଳରେ ବସି ଦେଖିଲା- ସେ ମାଛ ନୁହେଁ, ଗୋଟିଏ ମଣିଷ ପିଲା ଝାମ୍ପି ଆଣିଛି । ସେ ତାକୁ ନେଇ ବସାରେ ପାଳିଲା...
ଆପଣଙ୍କ ମତାମତ