ସକାଳ ପହରୁ ଆସିଅଛି ଘରୁ, ବନିସି ପକାଇ ରହିଅଛି ଚାହିଁ ଟୋକାଟାଏ, ଛାଇ ଲେଉଟିଲା, ଥୋପ ସରିଗଲା, ନ ପଡ଼ିଲା ଛୋଟ ମାଛଟାଏ ।
କେତେ ଶତ୍ରୁ କେତେ ବାଧା ସାମନା କରିଛି ଯଦି ପଳାୟନ ପନ୍ଥୀ ହୋଇ ଯାଇଛନ୍ତି ଫେରି ସତ୍ୟ, ନିଷ୍ଠା, ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର ମୋ ଚାଲିବା ପଥେ ଚାଲିଛନ୍ତି...
ପତ୍ରରେ କମ୍ପନ, ଝରଣାରେ ସୁର ଆଉ ଖୁସିର ସପନ ସୁରଭିତ ମନ ତଳେ
ପୁରୋହିତ ଅପେକ୍ଷାରତ; କିନ୍ତୁ ରୀନା ଗତ ରାତିରେ ପ୍ରମିଜ୍ କରି ବିଦାୟ ନେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦିନ ୯ଟା ପର୍ଯ୍ୟନ୍ତ ଆସି ପହଞ୍ଚିଲା ନାହିଁ । କ'ଣ ହେଲା...
ଓଡ଼ିଶାରେ ଏହି ଦ୍ୱିତୀୟ ମିଳିତ ମନ୍ତ୍ରୀମଣ୍ଡଳ ପ୍ରାୟ ବର୍ଷେ ନ' ମାସ ପର୍ଯ୍ୟନ୍ତ ଚାଲିବା ପରେ ୧୯୬୧ ଫେବୃୟାରୀ ମାସରେ ଇସ୍ତଫା ଦେଲେ
ଶୁନ୍ଶାନ୍ ମଠ-ମନ୍ଦିର ନବଯୌବନ ନିଆଁରେ ଜଳୁଛି ପାଖଣ୍ଡୀ ମଠାଧୀଶ. . . ମା' ଆସିବେ ବୋଲି-
ସ୍ୱର୍ଗପୁରରେ ଏକ ବିଶେଷ ଉସବର ଆୟୋଜନ । ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଅପୂର୍ବ ସୁନ୍ଦର ଭାବରେ ସୁସଜ୍ଜିତ ସଭାସ୍ଥଳ । ସମସ୍ତ ଦେବତା, ଗନ୍ଧର୍ବ, ଯକ୍ଷ, କିନ୍ନର, ଅରା, ସିଦ୍ଧ...
ଗାଁକୁ ଯାଇ ଆଜି ମହାଭାରତ ସୃଷ୍ଟି କରି ଦୁଇଭାଇଙ୍କ ମଝିରେ ବାଡ଼ ସୃଷ୍ଟି କରିବେ ଅଥଚ ନିଜେ ଭଲଲୋକୀ ହୋଇ ମିଠା ନେଇ ଆଗେ ଥୋଇ ଦେବେ । ଧନ୍ୟ...
ଆଜି, ଯେମିତି ହେଉ ମତେ ସଂଗ୍ରହ କରିବାକୁ ହେବ ରକ୍ତରୁ ସ୍ୱାଭିମାନର ଅରୁଣ ଉଦ୍ଭାସିତ ।
ସୈନିକ ମହୁମାଛିମାନେ ଆକ୍ରମଣ କରନ୍ତି ସୈତାନକୁ । ତା' କବଚକୁ ଦଂଶି ଦଂଶି ନିଜ ପ୍ରାଣନାଶ କରନ୍ତି ସତ କିନ୍ତୁ ତା'ର କୌଣସି କ୍ଷତି କରିପାରନ୍ତି ନାହିଁ ।
ଆପଣଙ୍କ ମତାମତ