ସତୀନାରୀ ଭାବେ ଜୋରଜବରଦସ୍ତି କରି ବିଡ଼ାନାସୀ ମଶାଣିରେ ବାଜା ବଜାଇ, ମୋତେ ସଜାଇ ଅଗ୍ନିରେ ନିକ୍ଷେପ କରାଯାଇଥିଲା । ସେହିଦିନଠାରୁ ହୁଏତ ଏ ମଶାଣିର ନାମ ସତୀଚଉରା । ସତୀଚଉରାର...
ନିଜକୁ ଜଣେ ଆଦର୍ଶ ଓ ଉତ୍ସର୍ଗୀକୃତ ନେତା ଭାବରେ ଯିଏ ଯେତେ ସଫଳ ଅଭିନୟ କରିପାରୁଛି, ସେ ସେତେ ଯୋଗ୍ୟ ବିବେଚିତ ହେଉଛି । ସଫଳ ଅଭିନୟ ଆଜି ଯୋଗ୍ୟତାର...
ଗ୍ରାମ ପଞ୍ଚାୟତକୁ ସଂଗଠିତ କରିବା ପାଇଁ ଚେଷ୍ଟା କରାଯାଉ ଏବଂ ସେମାନେ ସ୍ୱାୟତ୍ତ ଶାସନର ଏକକ ରୂପରେ କାର୍ଯ୍ୟ କରିବାକୁ ସକ୍ଷମ ହୁଅନ୍ତୁ, ଏହି ଦୃଷ୍ଟିରେ ସେମାନଙ୍କୁ ଆବଶ୍ୟକ ଅଧିକାର...
ସିଂହାଣୀ ହାତରେ ଢେର ଟଙ୍କା, ଏ କଥା ଗାଁଲୋକେ ଜାଣନ୍ତି, ଚୋରଗୁଡ଼ାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧକରି ତିନିଜଣ ଚୋର ଘର ଭିତରେ ପଶିଲେ । ସିଂହାଣୀ...
ଦେହରେ ତା'ର ଖଣ୍ଡେ ଲୁଗା । ସେଥିରୁ କାନିଏ ପିନ୍ଧି ଆର କାନିରେ ପିଠିର ଦଶପଣ ଆବୃତ କରିଥିଲା । ସତର ବର୍ଷର ସୁପରିଚିତ ଗାଁଟିକୁ ଛାଡ଼ି ସେ ଯେଉଁ...
ଦେଖି, ଦେଖି, ତୋ ମୁହଁଟା କ୍ରିମିନାଲ୍ ପରି ଦିଶୁଛି ନା ନାହିଁ । ଆବେ ତୁ'ଟା ଶକତ ମାଇଚିଆ ଭଳି ଦିଶୁଛୁ । କ'ଣ କରିକି ଆସିଛୁ ? ଆଁ,...
ସେ ଗୋଟିଏ ମାୟାବୀ ରାକ୍ଷସ । ଏମିତି ରାଜପୁତ୍ରମାନଙ୍କୁ ଗଭୀର ଅରଣ୍ୟକୁ ନେଇ ସେ ହତ୍ୟା କରେ ।
ମହୁ ପିଇବାର ଫିକ୍ ଫିକ୍ ଖୁସି କି ଲିମ୍ୱ ଚାଖିବାର ତିକ୍ତ ଭ୍ରୁକୁଞ୍ଚନ ସ୍ୱାଦ ସମଗ୍ରର ଏକକ ଏକାଂକ୍ଷିକା ପରୀକ୍ଷା, ପରଖି ନେବାର ପରମ ପରିତୃପ୍ତି !
ମୁଁ ଜଣେ ନୂଆ ଲେଖକ, ମାତ୍ର ଲେଖିଚି ପୁରାପୁରି ପ୍ରାଚୀନ ରୀତିରେ । ଏ ଖଣ୍ଡିକୁ ଛାଡ଼ି ତିନି ଚାରି ଖଣ୍ଡ ପାଣ୍ଡୁଲିପି ଲେଖି ରଖିଚି, ଛପାଇ ନାହିଁ ।...
ସମାଜରେ ସଇତାନ୍ ପରି ଲାପ୍ଟପ୍ରେ ଭାଇରସ୍ ପରି ପୋଡ଼ି ହୋଇ ଛଟପଟ୍ ହେଉଥାନ୍ତି ସବୁ ମୁହୂର୍ତ୍ତରେ ।।
ଆପଣଙ୍କ ମତାମତ