ମାଳିଟିଏ ବୁଝେ ଫୁଲଟିର ମୂଲ ମା ବୁଝି ନପରାଇ କନ୍ୟା କଳିଟିର ବିନାଶ ପାଇଁ କି ସମ୍ମତି ଦିଏ କି ପାଇଁ ।।
ସେ ଚାହେଁ ସମସ୍ତସୁଖର ପ୍ରାଚୁର୍ଯ୍ୟ । ଟଙ୍କାପଇସାଠାରୁ ଆରମ୍ଭ କରି ସ୍ନେହ ପ୍ରେମ, ଅନ୍ତହୀନ ଆଶା ଆକାଂକ୍ଷା, ସ୍ୱାଧୀନତା.. ସବୁକିଛିର ପ୍ରାଚୁର୍ଯ୍ୟ ! କୌଣସି ଅଭାବସହିତ ସେ ସାଲିସ୍କରି ବଞ୍ଚିବା...
ଆୟୁର୍ବେଦରେ, ଆମ ଶରୀରକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇ ଥାଏ ଯଥା ବାତ, ପିତ୍ତ ଏବଂ କଫ (ସମ୍ବିଧାନ) । ଏହି ସଂରଚନାରେ ଯେ କୌଣସି ପ୍ରକାରର ବ୍ୟତିକ୍ରମ...
ଜହ୍ନ ଖୋଜୁଥିଲା ନୀଳ କଇଁକୁ ଗାଁରେ ପୁରପଲ୍ଲିରେ ସହରର କଂକ୍ରିଟ ଘର ଆଉ ଚାରି ଛକିଆ ରାସ୍ତା ସେପାଖରେ ହେଲେ କୋଉଠିବି ନୀଳ କଇଁକୁ ନପାଇ ଜହ୍ନ ନିରାଶ ହୋଇଗଲା...
ସତେ ଯେମିତି ଗାଁ ଦାଣ୍ଡର ଅଳିଆ, ଆବର୍ଜନା, ମାଟିଗୋଡ଼ି ସାଙ୍ଗକୁ ସାମୟିକ ଭାବରେ ଆମର ବାସ୍ତବତା ମଧ୍ୟ ଧୋଇ ନେଇଥିଲା ଶ୍ରାବଣ ।
ଆରମ୍ଭ ହିଁ ଶେଷ ଦିନ ହୁଏ ସୈତାନି ଇଚ୍ଛାରେ କାହାର ଜୀବନ ସଳଖ ପଥରେ ସଜ୍ଜା ଥାଏ ମୃତ୍ୟୁର ଗୋପନ ଅଭିସାର ।
ହେ କ୍ରୁରା ନାରୀ, ଏବେ ତୁମେ ଏକା ସାଙ୍ଗରେ ତିନୋଟି ମୃତ୍ୟୁକୁ ଅବଲୋକନ କରି ପ୍ରସନ୍ନ ହୁଅ ।
୧୯୦୩ ମସିହାରେ ରିଜଲେ ସର୍କୁଲାରରେ ଭାରତ ସରକାର ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକାଠି ମିଶାଇ ଦେବା ପାଇଁ ଚାହାଁନ୍ତି ବୋଲି ଜଣାଇ ଦେଇଥିଲେ ।
ଚଳଚ୍ଚିତ୍ର ନିର୍ମାଣର ଏହି ମୁଖ୍ୟସ୍ରୋତରୁ ଅଲଗା କିଛି ଭିନ୍ନ ରୁଚିର ଚଳଚ୍ଚିତ୍ର ମଧ୍ୟ କାଁ ଭାଁ ନିର୍ମାଣ କରାଯାଉଥିବାର ଦେଖିବାକୁ ମିଳୁଛି ।
ଗୋଟାଏ ଧାନ ପାଇଁ ବାପା ଯାଆନ୍ତି ମୂଲମାଗି ଚାଉଳ ମୁଠାଏ ପାଇଁ ଧାନକୁଟେ ବୋଉ ଘର ଘର ।
ଆପଣଙ୍କ ମତାମତ