ପ୍ରଭେଦ ବା କାହିଁ ? ତୁମେ ଆଉ ତୁମେ ହୋଇ ନାହଁ ମୁଁ ଆଉ ମୁଁ ହୋଇ ନାହିଁ
କେମିତି ଜୀଇଁବି ତୁମ ବିନା ସତେ ଦୂରେ ଥାଇ ଦିଅ କହି ।
ଜୀବନଟା ଯଦି ଶେଫାଳିର ଫୁଲ, ହସି ହସି ଫୁଟି ଉଠିବି ରାତିରେ ଫୁଟି ମୁଁ ରାତିରେ ଝଡିଲେ, ମନଉଣା କାଇଁ କରିବି? ଦିଘଡ଼ି ଜୀବନେ ବାସନା ବିତରି ଜନମନ ମୋହି...
କେତେ ଶତୃ କେତେ ବାଧା ସାମନା କରିଛି ଯଦି ପଳାୟନ ପନ୍ଥି ହୋଇ ଯାଇଛନ୍ତି ଫେରି ସତ୍ୟନିଷ୍ଠା ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର ମୋ ଚାଲିବା ପଥେ ଚାଲିଛନ୍ତି ହାତ...
ପ୍ରତୀକ୍ଷାର ପ୍ରଦୀପ ଯେ ଦିବାରାତି ଜଳୁଥାଏ ଆଶା କି ଭରସା ନ ମିଳିଲେ କିଛି ଦୁଃଖ ନାହିଁ ଜୀବନରେ ନିରାଶା ମରୁରେ ଜଳେ ଯଦି ମନ
ଖେଳାଉ ଥାଏ ନାରୀର ମୁହଁ ଉଦାସ ତଥାପି ସେ କରୁଥାଏ ଅଟ୍ଟହାସ୍ୟ ତା' ଭିତରର ଏ ଗର୍ଜନ
କି ଗୀତ ଗାଇବି ଯେ, ପକ୍ଷୀର କାକଳିରେ ଝରି ପଡୁଛି ଅସରା ସଂଗୀତ ।।
ଅଜବ ପାଲଟିଯାଏ ଏ ସଂସାରଟା ମୋ ଲାଗି ମୁହୂର୍ତ୍ତ ମଧ୍ୟରେ ଏକଡ଼ ସେକଡ଼ ହୋଇ ଝଞ୍ଜାର ବତାସୀଟା ମାଡ଼ିଦିଏ ମୋତେ ଅନ୍ଧାରରେ ।
ଟୁପ୍ଟାପ୍ ଶବ୍ଦ କଢ଼ି ଫୁଲ ଆଉ ପକ୍ଷୀଙ୍କ କାକଳି
ଦ୍ୱାପରରେ ପ୍ରଭୁ ନାରାୟଣ ରୂପ ଧରି ପାପୀଙ୍କୁ ବିନାଶ କଲ ଗୋଲକ ବିହାରୀ, ରାଧିକା ତୁମର ପ୍ରାଣ ତୁମେ ତାଙ୍କ ପ୍ରାଣ ରକ୍ଷା କର ପ୍ରଭୁ ତୁମେ ଆହେ ଆର୍ତ୍ତତ୍ରାଣ,
ଆପଣଙ୍କ ମତାମତ