ଦୂରରୁ ଦିଶୁଚି ରଙ୍ଗ ବେରଙ୍ଗର କେତେ କୋଠା, ଚାଳଘର । ଅଙ୍କାବଙ୍କା ରାସ୍ତା ଉପରେ ଚାଲନ୍ତି କେତେ ଯେ ଗାଡ଼ି ମଟର ।।
ସାମାନ୍ୟ ଗୋଟେ ଚିତ୍ରଟା ପାଇଁ ଆପଣଙ୍କ ପରି କଳାକାର ଆଦୌ ବିଚଳିତ ହେବା ଉଚିତ୍ ନୁହେଁ । ଚିତ୍ରଟା ଫେରି ପାଇନଥିଲେ ମଧ୍ୟ ମୁଁ ମୋଟେ ମନ ଦୁଃଖ କରିନଥାନ୍ତି...
ସେଇ ଟିକକ ପାଇନାହିଁ ବୋଲି ବୋଧହୁଏ ଚାହିଁ ପାରିନି କିମ୍ୱା ମନ ଖୋଲି କହିପାରିନି ମୋ ମନ କଥା ।
ପଢାପଢି ପାଇଁ ମୋବାଇଲି ନମ୍ବର ଥାଏ ସୁଇଚ୍ ଅଫ; ଜ୍ଞାନଚକ୍ଷୁ ସମ ଅହରହ ଖୋଲାଥାଏ ମହାନ ହ୍ୱାଟ୍ସଆପ ! ଫ୍ରି ୱାଇଫାଇ ଲଘୁଚାପ, ଧୋଇଦିଏ ମୁହଁ, ଲୁହ, ହୃଦୟ ଓ...
ଏ ସମୟରେ ଟୋକା ୱାଡର ଜଣେ କାନରେ ଫୋନ୍ ଧାରଣପୂର୍ବକ ଧାଇଁଆସି କହିଲା- ସାର୍, ମୋ ସ୍ତ୍ରୀ ପଚାରୁଚି ଆପଣ କଣ ସତ ଅଦାଲତରେ କହିବେ ଏକ୍ସକ୍ୟୁଜ୍ ମି’ ଯାହା...
ଗାଁ ମାଇକିନା ମାନେ ଦେଖିଛେନ ତୋର ବୁଆ ମର୍ବା ଦିନ୍ ସେ ଉଲୁକ ଆମର ଚାଳ୍କେ ବସ୍ବାର, କାଲ୍ ରାତ୍କେ ସେଇ ଉଲୁକ କଳମ ଘର ଚାଳ୍କେ ବସ୍ଲାନ୍ ,...
ହସିବାକୁ ପ୍ରୟତ୍ନ ବି କରେ ପୁଣି କାଇଁ ଖସିଯାଏ ତଳେ ।।।
ଯାତରା କରନ୍ତି ନିଜେ ଜଗନ୍ନାଥ, ଭାଇ ଭଉଣୀର ସାଥିରେ, ଛାଡ଼ି ଯାଇଛନ୍ତି ଲକ୍ଷ୍ମୀ ମାଆଙ୍କୁ ସେ ଏକା କରି ଶ୍ରୀମନ୍ଦିରରେ ।
ଚିରକାଳ ସାଥୀଟିଏ ଅସରନ୍ତି ପ୍ରୀତିଟିଏ
ନାହିଁ ସୁଖ, ନାହିଁ ଦୁଃଖ, ନାହିଁ ରାଗ-ଦ୍ୱେଷ ନାହିଁ ଲୋଭ, ନାହିଁ ମୋହ, ନାହିଁ କଲ୍ମଷର ଲେଶ
ଆପଣଙ୍କ ମତାମତ