ପ୍ରାଣ ମୁଦ୍ରା ଅଥବା କଫ କାରକ ମୁଦ୍ରା ମହତ୍ତ୍ୱପୂର୍ଣ୍ଣ ଉର୍ଜା (ବଳ ) ବର୍ଦ୍ଧନରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଏବଂ ଜୀବନ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ପ୍ରାଣମୁଦ୍ରାର ଅଭ୍ୟାସ ଜଳ ଏବଂ ପୃଥିବୀ ତତ୍ତ୍ୱ ବୃଦ୍ଧି ଏବଂ ଅଗ୍ନି ତତ୍ତ୍ୱର ହ୍ରାସ କରାଇଥାଏ ।
ପ୍ରାଣ ମୁଦ୍ରାର ଅନ୍ୟ ନାମ
୧. କଫ କାରକ ମୁଦ୍ରା ।
୨. ପିତ୍ତ ନାଶକ ମୁଦ୍ରା ।
ପ୍ରାଣ ମୁଦ୍ରା କିପରି ଅଭ୍ୟାସ କରିବ ?
କନିଷ୍ଠା, ଅନାମିକା ଏବଂ ବୃଦ୍ଧା ଅଙ୍ଗୁଳିର ଅଗ୍ରଭାଗରେ ସଂଯୋଗରେ ପ୍ରାଣମୁଦ୍ରା ସମ୍ପାଦିତ ହୋଇଥାଏ ଏହି ମୁଦ୍ରା ଦୁଇ ହସ୍ତରେ କରାଯାଏ ।
ପ୍ରାଣମୁଦ୍ରାର ପ୍ରଭାବ
ପ୍ରାଣମୁଦ୍ରାର ଅଭ୍ୟାସ ଜଳ ଏବଂ ପୃଥିବୀ ତତ୍ତ୍ୱ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହି ଦୁଇ ତତ୍ତ୍ୱ କଫର ମୂଳ ଆଧାର । କଫ ଜୀବନ ଶକ୍ତି, ବଳ ଏବଂ ପ୍ରତିରକ୍ଷା ଶକ୍ତିର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନା କରିଥାଏ । ପ୍ରାଣମୁଦ୍ରା ପିତ୍ତ ହ୍ରାସ କରାଇଥାଏ । ପିତ୍ତ ଶରୀରର ତାପମାତ୍ରା ଉପରେ ସିଧା ପ୍ରଭାବ ପକାଇଥାଏ ।
ପ୍ରାଣମୁଦ୍ରାର ଲାଭ
ନିମ୍ନଲିଖିତ ସ୍ଥିତିକୁ ନିୟନ୍ତ୍ରଣାଧିନ କରିବାରେ ପ୍ରାଣମୁଦ୍ରା ସାହାଯ୍ୟ କରିଥାଏ ।
Chronic fatigue
General debility
Low endurance
Impaired immunity
Mental tension
Anger
Irritability
Zealousness
Impatience
Usual sense of time urgency
Forgetfulness.
Intolerance of heat
Stress, and noise
Ailments which get worse in summer
Hyperthyroidism
Hyperthyroidism (weight –loss despite having good appetite)
Inflammatory disorders (diseases ending with ‘it is’)
Sleeplessness; light disturbed sleep
High blood pressure
Atherosclerosis(hardening and narrowing of arteries)
Burning in the mouth, throat, stomach
Aphthous ulcers
Acidity
Ulcerative colitis, Loose
Bloody stools
Dysentery
Scanty, burning urination
Excessive, foul-smelling perspiration
Excessive, painful menses
Red-hot joints
Rheumatoid Arthritis
Instability of joints
Burning, red, dry eyes; cataract
Dry, red, hot, aging, skin; skin-rashes
Urticaria
Leprosy
Dry, sparse, gray hair,
Jaundice
Premature aging,
Disorders caused by a deficiency of earth and water elements within the body.
ପ୍ରାଣ ମୁଦ୍ରା ଅଭ୍ୟାସର ସମୟସୀମା
ନିୟମିତ 30-45 ମିନିଟ ର ଅଭ୍ୟାସ ବହୁତ ଭଲ ଲାଭ ଦେଇଥାଏ । ଯଦିଓ ଆପଣ ଏହାକୁ ଯେ କୌଣସି ସମୟରେ ଏବଂ ଯେ କୌଣସି ସ୍ଥାନରେ କରିପାରନ୍ତି ହେଲେ ପ୍ରାତଃ ସମୟର ଅଭ୍ୟାସ ସବୁଠୁ ଭଲ ସମୟ ହୋଇଥାଏ । ଆପଣ ଯଦି ଚାହାନ୍ତି ଏହି 45 ମିନିଟର ଅବଧି ମଧ୍ୟରେ ବିରତି ନେଇ ପାରନ୍ତି ।
ବହୁତ ଭଲ ହେବ ଯଦି ଆପଣ ଏହା ସହିତ ବାତ ନାଶକ ମୁଦ୍ରାର ଅଭ୍ୟାସ ମଧ୍ୟ କରନ୍ତି ।