କବିତା

ବୟସ ଏମିତି

Prafulla Kumar Tripathy's odia poem Bayasa Emiti

ଭଙ୍ଗା ଭଙ୍ଗା ମନ ତଳେ
ବେଶିତ ଦରଦ
ଫିକା ଫିକା ଆଶାରେତ
ରଙ୍ଗର ବିଭବ
ଜୁଆର ଭାଙ୍ଗେ ତ ନିତି
ଛାତିର ଆବେଗ ।।

ବୟସ ଏମିତି

ପରିଣତ ବୟସରେ ବେଶି ଅନୁରାଗ
ବେଶି ସ୍ନେହ ବେଶି ପ୍ରେମ
ବେଶୀ ଅଭିଯୋଗ ।।

ଭଙ୍ଗା ଭଙ୍ଗା ମନ ତଳେ
ବେଶିତ ଦରଦ
ଫିକା ଫିକା ଆଶାରେତ
ରଙ୍ଗର ବିଭବ
ଜୁଆର ଭାଙ୍ଗେ ତ ନିତି
ଛାତିର ଆବେଗ ।।

ଅଙ୍କା ବଙ୍କା ଆଶାରେ ତ
ବେଶୀ ଅଭିମାନ
ଝଙ୍କା ଝଙ୍କା ଫୁଲଦାନୀ
ରଙ୍ଗର ସୁମନ
ତୁଟା ତୁଟା ଲୁହରେ ତ
ବେଶି ବେଶି ଭାବ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top