କାହିଁକି ସେ ଅଧିକାର ମୋ ଠାରୁ ଛଡାଇ ନିଆଯାଏ ? ଦୁନିଆର ଆଲୋକ ଦେଖିବା ପୂର୍ବରୁ ..... କାହିଁକି ନିଷ୍ପାପ ଆଖି ଦୁଇଟି ମୋର ସବୁଦିନ ପାଇଁ ବନ୍ଦ ହୋଇଯାଏ...
ଏକସ୍ତରୀ ମସିହା ବାତ୍ୟାଠାରୁ ଏ ବାତ୍ୟା ବଳିଗଲା । ମହାବାତ୍ୟା ଇଏ ! ସମୁଦ୍ର ଆଜି ପ୍ରଳୟମୁଖା ହେଇଛି । ଯେମିତିକି ମାଟିର ଚିହ୍ନ ବର୍ଣ୍ଣ ରଖିବ ନାହିଁ ।...
ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର ।...
ପଳ ପଳ କରି ରକ୍ତର କଣିକା ଚାଲିବାକୁ ହୁଏ ଏଠି ଏକା ଏକା ଶିକ୍ଷା ଦୀକ୍ଷା ଆଉ ଶିଷ୍ଟତା, ନମ୍ରତା ମଣିଷପଣିଆ ହୁଏ ଫିକା ଫିକା । ୨ ।
ସମସ୍ତେ ତ ସବୁବେଳେ ଝିଙ୍ଗାସ କରୁଥାନ୍ତି । ଖାଲି ସେ ଘରେ ଥାଆନ୍ତି ବୋଲି କିଛି ଦୁଃଖ ମତେ ଦୁଃଖ ପରି ଲାଗୁ ନଥାଏ । ସେ ନ ଥିଲାବେଳେ...
ତା' ଛୁଆ ମୁହଁ ଗୁଞ୍ଜିଚି ଛାତି ବୋତଲରେ କମ୍ପ୍ଲାନ୍ ପିଉଚି ତା' ଫଟାଗୋଇଠି ଢ଼ଳେଇ ରାସ୍ତାରୁ ଚଁ ଚଁ ତାତି ପିଉଚି ।
ସରପେଞ୍ଚ ! ଏହି ଦସ୍ତଖତଠାରୁ ଟିପ ଚିହ୍ନ ଭାରି ଟାଣ ଆଉ ଏହି ଦସ୍ତଖତ କରୁଥିବା ମଣିଷଙ୍କ ଠାରୁ ଟିପଦିଆ ମଣିଷଗୁଡ଼ା ଟିକେ ବିବେକୀ ।
ମଙ୍ଗୁଳିବାବୁଟା ତା' ସାଙ୍ଗରେ ଏଭଳି ବିଶ୍ୱାସଘାତକତା କରିବ ବୋଲି ସେ କଦାପି ଭାବି ନ ଥିଲା । ଖାଲି କ'ଣ ମିଛଟାରେ ନକ୍ସଲମାନେ ପୁଲିସ୍ଙ୍କୁ ଧରି ବାଡ଼ଉଛନ୍ତି !
ସଗୁଣ ଉପାସକକୁ ସର୍ବଶ୍ରେଷ୍ଠ ଓ ନିର୍ଗୁଣ ଉପାସକକୁ ସେ ପ୍ରାପ୍ତ ହୁଅନ୍ତି କହି ଶ୍ରୀକୃଷ୍ଣ ତାଙ୍କ ଉତ୍ତରକୁ ଜଟିଳ କରିଦେଇଥିବା ମନେହୁଏ ।
ଘରେ ଶାଶୁ ଶ୍ୱଶୁରଙ୍କ ଆଗରେ ଜିନ୍ ପ୍ୟାଣ୍ଟ୍ ଓ ଗଞ୍ଜି ପିନ୍ଧି କଲା ଚଲାବୁଲା । ହାତରୁ କାଢ଼ିଦେଲା ପାଣି କାଚ । ବିକାଶ ସଙ୍ଗେ ସବୁବେଳେ ଦିନରାତି କବାଟ...
ଆପଣଙ୍କ ମତାମତ