ଆଖିରୁ ତୁମର ଲୁହ ଝରୁ ଥିବ ଭାବି ଭାବି ମୋର କଥା କେମିତି କହିବି ପ୍ରେମ ଯେ ଏମିତି ଅଛିଣ୍ଡା ଅଡୁଆ ସୁତା ।
ଯେ ପର୍ଯ୍ୟନ୍ତ କର୍ମଟିକୁ ଆପଣା ଘରର ପବିତ୍ର ପୂଜାପାର୍ବଣ ବୋଲି ମନେକରି ତାକୁ ଉତ୍ସବମୁଖର କରାନଯାଏ, ପାରମାର୍ଥିକ କରାନଯାଏ, ସେ ପର୍ଯ୍ୟନ୍ତ ତାହା ପୂଜା ପଦବାଚ୍ୟ ହୋଇପାରେ ନାହିଁ ।
ଦେଢ଼ଶୁରଙ୍କର ପାଟିରେ ଗୋଟାପଣେ ଥରି ଉଠିଲା ପ୍ରମିଳା । କାହିଁକି ଏତେ ରାନ୍ଧୁଚି ? ଘରେ ଖାଇବାକୁ ପରା କେତେ ଲୋକ ? କାହା ପାଇଁ ରନ୍ଧା ହେଉଚି ସବୁ...
ସେ କିନ୍ତୁ କିଂକର୍ତ୍ତବ୍ୟବିମୂଢ଼ । ସେ ନିଜେ ପରିବାର ପାଇଁ ଯେତିକି ଅଦରକାରୀ ହୋଇପଡ଼ିନି, ତା'ଠୁ ବେଶି ଅଲୋଡ଼ା ହେଇ ପଡ଼ିଛନ୍ତି ତା' ଫାଇଲ୍ ଭିତରେ ଥିବା ନିଜ ସାର୍ଟିଫିକେଟ୍...
ମୋ ଛାଇ ନ ହେଲେ ନାହିଁ ତୁମ ଛାଇ ହୋଇ ରହିବାକୁ ଟିକେ ମନ ଖୋଲି ଦିଅ କହି ଏଇ ଅନୁରୋଧ ତୁମ ପାଇଁ ।।
ମଲାମାଟି ଶୁଖିଲା ଓଠରେ ସହସ୍ର ଉଲ୍ଲାସ କଥା କହେ ନିର୍ଜୀବ, ନିଥର ବର୍ଷା ପଡ଼େ, ଫୁଲ ଫୁଟେ ଝରିପଡ଼େ ସାତବର୍ଣ୍ଣି ରଙ୍ଗ !
ଭଲ ଲାଗେ ସେତେବେଳେ ହଜିଯିବାକୁ ସେଇ ଅତୀତ ସ୍ମୃତିରେ ସତେ ଯେମିତି, ସବୁ ସୁଖ ସପନ, ଆବେଗ ଆଉ ଆଶାକୁ ହଜାଇଛି ମନ ସେଇ ବନାନୀରେ ।
ଜମି ବିକ୍ରି ହେଲା ଶାଗ ମୁଗରେ, ଢିଅରୁ ଅଧେ ଛାଡ଼ି ଦେଇଗଲା ଦାଦିକୁ ବରଷେ ନ ପୁରୁଣୁ ବାପ, ମାଆ ଭିତରୁ ବାପ ଗଲା ଆରପାରି-ମାଆକୁ ଗଣ୍ଠିଲି କରି ନେଇଗଲା...
ତା'ର ନିଶାସକ୍ତ ଦୃଷ୍ଟି କହୁଥିଲା କି କାଲି କାଲି ହିଁ ଆସିବ ତୁମେ ହୋସ୍ ଉଡ଼େଇ ସାରିଛ ତୁମକୁ କାଲିର ଖବର ନାହିଁ ତୁମେ ଯେଉଁଠି ଅଛ ପ୍ରକୃତରେ ତୁମେ...
ସବୁ ମାସ ନୁହେଁ ପରା ଫଗୁଣ ମାସ ଗ୍ରୀଷ୍ମ ବର୍ଷା ଆସେ ପୁଣି ଆସଇ ଶୀତ ସବୁ ସହି ଚାଲେ ସିଏ ମାନେନି ସେ ପରାଜୟ !
ଆପଣଙ୍କ ମତାମତ