ମୁଁ ହାରିଗଲି ଲୋ ମା... ତୋତେ ଠିକ୍ ରାସ୍ତାରେ ଚାଲିବା ପାଇଁ ମୁଁ ଦେଇଥିବା ସବୁ ନୀତି ଉପଦେଶ ତୋତେ କିନ୍ତୁ ତୋ ଜୀବନରେ କାମରେ ଲଗାଇବା ପାଇଁ କମ୍...
ମୁଁ ଯଦି କେବେ ମନେ ପଡ଼େ, ତୁମ ଶରୀରକୁ ସ୍ପର୍ଶକରି ବହିଯାଉଥିବା ପବନର ଲହରୀକୁ ହାତ ମେଲାଇ ଛୁଇଁବାକୁ ଚେଷ୍ଟା କରିବ ମିଳିଯିବି ମୁଁ ତୁମକୁ, ଶୀତଳ ସମିରର ବାସ୍ନାରେ...
ଅନେକ ଅନୁସନ୍ଧାନ ପରେ ଏତେ ଦିନେ ଜାଣିଲି ଏଇ ପାଗଳାଣୀ ଝିଅଟିର ନାମ ସରିତା ମହାନ୍ତି ।
ନା- ମଣିଷ ନିଜେ ହିଁ ନିଜ ଭାଗ୍ୟ ବଦଳାଇପାରେ, କିମ୍ୱା ପାରେ ଦିବ୍ୟକୃପା ।
ଫେସ୍ବୁକ୍ ପ୍ରଭାବରେ ବାୟାଣୀ ହେଇ ମୋବାଇଲ୍ ଫୋନ୍ରେ ଲୋଟୁଥିବା, ସଂସ୍କାରହୀନା ସ୍ୱୈରାଚାରିଣୀ, ପାଗଳିନୀ ମୁଁ. . . ସୁସ୍ଥ ସମାଜ ପାଇଁ ଅଭିଶାପ ମୁଁ ।
ଗୋପାଳ ବାବୁ ଚାଣକ୍ୟରେ ପଢ଼ିଥିଲେ, "ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।"
ମମିଙ୍କ କଥା ଶୁଣି ଜାହ୍ନବୀର ମୁହଁ ଶୁଖିଗଲା ।
ଦ୍ୱିତୀୟ ଗୋଲ୍ଟେବୁଲ୍ ବୈଠକରେ ଡଃ. ଆମ୍ୱେଦକରଙ୍କର ଏହିଭଳି ମତକୁ ଗାନ୍ଧିଜୀ ଖଣ୍ଡନ କରି ସତର୍କ କରି ଦେଇଥିଲେ ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ତଫସିଲ ଜାତିଙ୍କୁ ହିନ୍ଦୁଙ୍କଠାରୁ ଅଲଗା କରିବାର...
ଆମ ଦେଶ ଚାହେଁ ଶାନ୍ତି ଓ ସଂହତି ଜଗତ କଲ୍ୟାଣ ପାଇଁରେ । ଫରଫର ଉଡ଼େ ତ୍ରିରଙ୍ଗା ଆମରି ମା'ର ପଣତ ପରି ।
ଶାଳପତ୍ରର ସବୁଜ ପଣତରେ ଆଦିବାସୀ ଝିଅର ଲୁହ ମୁଁ ଦେଖିଛି ଏଇଠି ଦୁଃଖକୁ ଚୁଲ୍ଲୀରେ ଜାଳି ଭାତ ରାନ୍ଧୁଥିବା ପୃଥିବୀ ଦେଖିଛି ଭୋକ ଆଉ ଦୁଃଖ ପରାସ୍ତ ହୋଇଥିବା ସ୍ୱର୍ଗ...
ଆପଣଙ୍କ ମତାମତ