ଅନୁସନ୍ଧାନ କରିବାକୁ ଅର୍ଜୁନର ଶ୍ରେଣୀ କୋଠରୀକୁ ପଶିଲେ । ଗଲାବେଳେ ସୋମ୍, ଲିପୁନ୍ ଓ ସତ୍ୟମ୍ ଝରକା ପାଖରେ ଠିଆ ହୋଇଥାନ୍ତି ।
ଚିଲମ ପଛକୁ ଗଦେଇ ଯଜି ଆଉ କାହାକୁ ବେଶି ଭଲ ପାଏ ତ ସେ ଜହ୍ନ ।
ନିଜର ରକତ ଆଜି କରିଛି ପର, ଝରାଉ କାହିଁକି ବସି ଲୁହର ଧାର । ସମ୍ପର୍କର ସୂତା ଖିଅ ଯାଇଛି ଛିଡ଼ି, କିଏ ଜାଣେ କୋଉ ଜନ୍ମେ ହବ ସେ...
ତା' ସ୍ତ୍ରୀ ଜିଭ କାମୁଡ଼ି ପକେଇଲା, ହଇ ହୋ' ତମର କୋଉ ଗରଜ ପଡ଼ିଛି, ସେ ଖାଇଲେ ଖାଉ ନ ଖାଇଲେ ନାହିଁ ତମ ବାପାର କିଆଁ ଗଲା ।
ଅଜାତିଆ ତୋର ପୁଅ ହେବ. . . ଏତିକି କହି ପୁଅ ବ୍ୟାକୁଳ ସତୃଷ୍ଣ ଭାବରେ ମାଆର ସେହି ସ୍ନେହ-ଲାବଣ୍ୟମୟ ମୁଖମଣ୍ଡଳକୁ ଚାହିଁ ରହିଲା ।
କିଆଁ, ହିନ୍ଦୁ ଫକୀରଟା ଖଜଣା ନ ଦେଇ କେଉଁ ଏତେଗୁଡ଼ାଏ ଜମି ମାହାଳିଆ ଖାଏଙ୍ଗା । ବୋଲାଓ ଉସ୍କୋ, ହମ୍ ଦେଖେଙ୍ଗା ।
ମହାଭାରତର କର୍ଣ୍ଣଙ୍କୁ ବଂଶ ପରିଚୟ ମାଗିଲେ ସେ ଯେମିତି ଏକ ଅଖାଡୁଆ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ମାଡ଼ାମ୍ ମଧ୍ୟ କିଛି କ୍ଷଣ ପାଇଁ ଗ୍ଲାନିର ଏକ କଳା ବାଦଲରେ ଯେମିତି...
ଅନୁରାଧା. . . ! ସତ କହିଲ ଏଥର । ତାହା ନାଟ୍ୟମଞ୍ଚ ନଥିଲା ବରଂ ମୋ ଭଳି ଭସ୍ମାସୁରମାନଙ୍କ ମହାମିଳନର ମଞ୍ଚ ଥିଲା ।
ହଁ ପ୍ରସାଦ ପାଇଲି ପୂରା ପରିତୃପ୍ତ ହୋଇଗଲି । ଅନନ୍ତ କାଳ ପାଇଁ ପୂରା ଆଶୀର୍ବାଦ ପାଇଲି । ଏମିତି ପାଗଳଙ୍କ ଭଳି ପ୍ରେମାନନ୍ଦରେ କ'ଣ ଆଡୁ ସାଡୁ କହି...
ଖଜୁରୀକୁ ଶିଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ୱାରା ପିଲାମାନଙ୍କର ଦାନ୍ତ ମଜଭୁତ୍ ହେବା ସହ ଦାନ୍ତଗୁଡ଼ିକ ସହଜରେ ଉଠିଯାଇଥାଏ, କାରଣ ଖଜୁରୀରେ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ୍ ରହିଅଛି ।
ଆପଣଙ୍କ ମତାମତ