ଇଏ ଆମର ଭାରି ପାରଂଗମ । ସ୍କୁଟି ଟା ନେଇ ହେଇ ଗଲେ ତ, ମଟନ୍ ନେଇ ପଳାଇ ଆସିଲେ । ଯାହା କୁହ ରବିବାର ମଟନ୍ ନ ହେଲେ...
ହଜିଯାଉ ଏ ସୁର ମୋହର ବିଶ୍ୱ ପୁଣି ବିଶ୍ୱାତୀତ ପ୍ରାଣେ, ମଜିଯାଉ ମନ ଚୈତନ ତୁମରି ସେ ବେଣୁର ଶ୍ରବଣେ ।
ଲଗଂଳରେ ଚଷି ଅବନୀ ଗର୍ଭକୁ ମଞ୍ଜି ବୁଣା କରେ ପ୍ରାରମ୍ଭ ।
ମୋହ ମାୟା ଟାକୁ ଜାଣିଯିବା ପରେ ଶ୍ରୀଚରଣେ ମନ ଥୋଇଦେଇଛି ।
ଧ୍ୱଂସ ହୋଇଯାଉ ଏ ବିକୃତ ପ୍ରାୟ କାମନା ବାସନାର ସଂସାର ଟା । ଗଢିଉଠୁ ନୂଆ ଏକ ମାନବ ସଭ୍ୟତା । ଯାହା ଅସଭ୍ୟତା, ଅବିବେକିତା, ଅମାନୁଷିକତା ଆଉ ପାଶବିକତା...
ଆପଣଙ୍କ ମତାମତ