ଅକାଳେ ସକାଳେ ମନେ ପଡିଗଲେ ଟିକେ ପୁଣି ଡାକି ଦିଏ ତୁମେତ ଜାଣିଛ ଆହେ ଅନ୍ତର୍ଯ୍ୟାମୀ କାହିଁକି ଏମିତି ହୁଏ ।।
ଆତ୍ମଗ୍ଲାନି ପରିପ୍ରକାଶ କରିବାଟା ଖୁବ କଷ୍ଟକର , ସମ୍ପର୍କକୁ ଦୃଢ଼ କରିବାର ଆତ୍ମବିଶ୍ୱାସ ଯେ , ତା' ଦୃଢ଼ତା ହରାଇଛି ।
ହାତର କଲମ ଖଡ୍ଗ ସାଜିପାରେ ବହି ଓ କାଗଜ ଯୁଦ୍ଧ ଭୂମି ସାଜେ ଦିବ୍ୟଚକ୍ଷୁ ତାହା ଦେଖିପାରେ ।
ବସୁମତୀ ଠାରୁ ସହନଶୀଳତା ସୂର୍ଯ୍ୟଠାରୁ ତତ୍ପରତା, ଗୁରୁଜନଠାରୁ ନାରିକେଳ ଗୁଣ, ବୃକ୍ଷଠାରୁ ଉପକାରିତା ।
ତୁ ବହି ରୂପକ ଜମି ଉପରେ ହଳ ଚଳାଇ ଶିଖିନାହୁଁ, ଅଧିକା ଜମି ନେଇ କ’ଣ କରିବୁ ? ସ୍ମାର୍ଟ ଫୋନ୍ ଅଧିକା ପଢିବା ପାଇଁ ଜମି । ସ୍ମାର୍ଟ...
ପୁଣି ଏକ ସନ୍ତୁଳନ । ଏମ୍ସରୁ କଲ୍ ଆସିଛି । ଶିଶୁ ବିଭାଗ ନୁହେଁ ଚକ୍ଷୁ ବିଭାଗ ପାଇଁ ।
ଠିକ କହିଛ ଅବିନାଶ । ମୁଁ ଖୁସି ଯେ ତୁମେ ନିଜର ମନକୁ ନିୟନ୍ତ୍ରଣ କରିବା ଶିଖିଗଲଣି ଏତିକି ଦେଖାରେ ।
ଖୋଦ୍ ଜିଲ୍ଲାପାଳ ଜ୍ଞାନ ଦାଶ ଏବଂ ଏସ୍ପି ଚରଣ ସିଂ ମୀନା ସବୁ ଡାକ୍ତରଖାନା ବୁଲି ତଥ୍ୟ ଦେଇଛନ୍ତି ଯେ ସବୁକିଛି ଠିକ୍ଠାକ୍ ଚାଲିଛି ଯେତେବେଳେ ଆମେ କେମିତି କହିପାରିବା...
ସବୁ ସାପ, ବିଚ୍ଛା ବିଳିବିଳେଇ କରି ଗାତରୁ ବାହାରି ପଡିଲେ ଏବଂ ମୈକାର୍ଥୀଙ୍କୁ ଦଂଶନ କରିବାକୁ ଲାଗିଲେ ।
ରାଜ୍ୟ ସରକାରଙ୍କର ଏହି ଦ୍ରୁତ ଟୀକାକରଣ ନିଷ୍ପତି ନିଶ୍ଚିନ୍ତ ଭାବରେ ଖୁବ୍ ସ୍ୱାଗତଯୋଗ୍ୟ ।
ଆପଣଙ୍କ ମତାମତ