ସେନେହ ସୂତାରେ ବାନ୍ଧିଛି ସଭିଙ୍କୁ ମମତାର ଟୀକା ଦେଇଛି, ଏସବୁ ଚୁମ୍ବନ ପ୍ରେମରେ ଦେଇଛି ଦାନର ହାତରେ ଚାହିଁନି ।
ଗୁରବାରେ ଜନ୍ମିବାରୁ ନାମ ହେଲା ଲକ୍ଷ୍ମୀକାନ୍ତ, ତମରି ଲେଖାରେ ଲିଭିଲାନି କିଛି ସବୁ ହେଲା ମହାଯଶ।
ସମ୍ପର୍କ ସୁଦୃଢ ରହିବ ଆମର ଜାଗି ରହିବ ବିଶ୍ୱାସ ଦୁହେଁ ଦୁହିଁଙ୍କର ହାତ ଛାଡିବନି ଥିବା ଯାଏ ଶେଷ ଶ୍ୱାସ....!!
ପାଅ କି ନ ପାଅ ଭଲ ତୁମେ ମୋତେ ଦେବ ଯଦି ଦିଅ ଜହର ସବୁବେଳେ ମତେ ଭଲ ପାଇବାକୁ ଖାଲି ତୁମ ଅଧିକାର ।
ପିଲାଦିନର ସେ ଧୂଳିମାଟି ଖେଳ କେତେ ମଜା ଲାଗୁଥିଲା ବାଲୁକା ଉଆସ ଗଢିଦେଇ ପୁଣି ଓଠ ମୋର ହସୁଥିଲା ।।
ସଂଯୁକ୍ତାର ଅଚେତ ଅବସ୍ଥାରେ ବିକାଶ ନେଇଯାଇ ଶିଶୁଟିକୁ ଫୋପାଡ଼ି ଦେଇ ଆସିଲା ଆବର୍ଜନା କୁଣ୍ଡରେ ।
ସବୁଜିମା ଲୋଡ଼େ, ବୈଶାଖୀର ଧକ୍କାରେ ପିଞ୍ଜରା ଦେଖାଇ ଆକାଶ ଆଡେ ଲମ୍ବିଥିବା ଥୁଣ୍ଟା ଗଛ ।।
ଆପଣଙ୍କ ମତାମତ