କ୍ଷମା ପାଇବା ପରେ କେହି କେହି ଭୁଲ କାମରୁ ନିବୃତ୍ତ ହୋଇ ସୁଧୁରିଯାଇଥାନ୍ତି ତ ଅନ୍ୟ କେହି ସେହି କ୍ଷମାର ବାରମ୍ବାର ଫାଇଦା ମଧ୍ୟ ଉଠାଇଥାନ୍ତି ।
ରଜବତୀ ହେଲେ ମା ବସୁମତୀ ବୋହୂ ଭାବୁଥାଏ କେମିତି କାଟିବ ପହିଲି ରଜ ରାତି
ହୃଦୟଟି ତାର ହୋଇପାରେ ଖାଦ୍ୟକୁ ମୁସମୁସ୍ କରିବା ପାଇଁ ଦିଆଯାଉଥିବା ଘିଅ ଓ ଜୁଆଣିର ଖାସ୍ତା
ଆଉ ଯାହାର ସ୍ବପ୍ନ ଭାଙ୍ଗିଯାଏ, ସିଏ ଜାଣିପାରେ ଦୁନିଆଁରେ ବୋଝ କେତେ, ଦୁନିଆଁରେ ବଂଚିବାର ବାଟ କେତେ ।।
ଲୋକଟି ଦେଖିବାକୁ କଳା ହେଳେ କ'ଣ ହେବ , ତା'ର ଆତ୍ମିୟତାରେ ମୁଁ ଅଭିଭୂତ ହୋଇଗଲି ।
ଚଉଦ ଭୂବନ ଦେଖେ ତୋ ନୟନ ନିମିଶକ ସମୟରେ । ଜିବନରେ ଆମ୍ଭେ ପାରୁ ନାହିଁ ଦେଖି ତୋ ଚକା ନୟନ ଥରେ ।
ଆପଣଙ୍କ ମତାମତ