ଏହି 'ଶ' ଗୋଟିଏ ଅବର୍ଗ ବ୍ୟଞ୍ଜନ ବର୍ଣ୍ଣ , ଲେଖିବା ପାଇଁ ଲୋଡ଼ା ଅର୍ଦ୍ଧ ଚନ୍ଦ୍ର, ପୁଣି ପୂର୍ଣ୍ଣ ଚନ୍ଦ୍ର ।
ବସ୍ ତାର ଗଡି ଚାଲିଲା ଆଗକୁ, ଅପଲକ ଆଖିରେ ମୁଁ ଚାହିଁ ରହିଥିଲି, ବସ୍ ଟି ଧିରେ ଧିରେ ମୋ ଆଖିର ପରିଧୀରୁ ବାହାରି ଯାଉଥିଲା ।
ଏବେବି ମୁ ଖୋଜୁଅଛି ସଖୀର ନୟନ ଯୁଗଳ, କେଉଁଠି ତାହା ମିଳିବ ।
ତମେ ମୋ ପାଇଁ ଜଳିପୋଡ଼ି ପାଉଁଶ ହେଇ ଯାଅନା !!
ଧିକ୍ ...... ଶଳା ଏ ଜନ୍ମ କୁ ! ଚାକିରୀ ଖଣ୍ଡେ ବି ଠିକ୍ରେ କପାଳକୁ ଜୁଟିଲା ନାହିଁ, ଏୟାଡେ ମଣିଷ ପରୀକ୍ଷା ଦେଇ ଦେଇ ଥେୟା ।
ଟ୍ୟୁସନ କରି ଦରମା ମିଳେ ସେଇ ଟଙ୍କା ରେ ଘର ନ ଚଳେ । ପରିବା ର ଦର ଆକାଶ ଛୁଆଁ କିପରି ବଞ୍ଚିବି ହୁଏ ଛାନିଆ ।
ଆଖିର ନଦୀରେ ଗାଧୋଉଥାଏ ଯେ ଗାଧୋଉଥାଏ, ଅଦେଖା ରକ୍ତାକ୍ତ କ୍ଷତର ଶୁଖୁବା ଯାଏ; ମନବୁଝିଗଲେ ପଚାରେ ନଦୀକୁ (ଆଖିକୁ), କେଉଁଠୁ ଏ ଜଳ ଏତେ ତୁ ପାଉ?
ଆପଣଙ୍କ ମତାମତ