ନିଜର ସବୁ କିଛି କଣ୍ଟା ହେଲେ ବି ସୁନାର ମୁକୁଟ ଭାବି ସାଦରେ ମଥାରେ ଟେକି ନିଏ ।
ଟିକି ମନକୁ ରଖିବ ସଫା ନକରି କେବେ କଳି ଟିକେ ଅନ୍ଧାର ଦୂରେଇ ଦିଏ ଟିକି ଦୀପଟେ ଜଳି ।
ପରଧନରେ ମାଲାମାଲ୍ ହେବାର ଲୋଭ ମଣିଷକୁ ନିୟନ୍ତ୍ରଣହୀନ, ଅବିବେକୀ ଓ ପରଶ୍ରୀକାତର କରିଦେଇଛି । ମଣିଷକୁ ଉଭୟ ଦାନବତ୍ୱ ଓ ପଶୁତ୍ୱ ଆବୋରିବସିଛନ୍ତି । ମାଙ୍କଡମାନେ ଅନ୍ତତଃ ନିଜ ଧର୍ମାନୁସାରେ...
ଯଦି ଗୋପାଳ ପାଠା ୧୯୪୬ ରେ ଜାଗୃତ ହୋଇ ନ ଥାନ୍ତେ, ତେବେ କଲିକତାର ବିଲୟ ପାକିସ୍ତାନ ସହିତ ହୋଇ ଯାଇଥାନ୍ତା । ଏବଂ ଯଦି ଆଜି ଆମେ, ଆପଣ...
ଯୌବନ ଆସିଲା ବେଳେ, ରାସ୍ତା ହେଲା ବଙ୍କା, ଭୁଲ୍-ଠିକ୍ ଚିହ୍ନଗୁଡିକ ହୃଦୟେ ରହିଗଲା ଅଙ୍କା । ପ୍ରେମର ମିଠା ଯନ୍ତ୍ରଣା, ସଫଳତାର ଝଞ୍ଜା, ଭାଙ୍ଗିଗଲା ଅନେକ ସ୍ୱପ୍ନ, ରହିଗଲା କେବଳ...
ଭଲଲାଗେ ପିଲାଦିନ ସାଙ୍ଗସାଥୀ ମେଳରୋ । ଭଲଲାଗେ ଗାଁଦାଣ୍ତ ବାଲି ଧୂଳି ଖେଳରେ ।
ଘିଅ ସଲିତା ପରି, ପାଞ୍ଚ ଭୂତଙ୍କ ଶରୀର ଅଗ୍ନିର ବାହୁରେ ଲିନ ହୋଇଛି । ଚାରିପାଖେ ଖାଲି "ଓମ୍ ଶାନ୍ତି ଓମ୍ ଶାନ୍ତି" ଶୁଭୁଛି ।
ଆପଣଙ୍କ ମତାମତ